ବ୍ରହ୍ମପୁର: ଧାନକ୍ରୟ କରିବା କ୍ଷେତ୍ରରେ ଅବ୍ୟବସ୍ଥା ନେଇ ଆରଡିସିଙ୍କୁ ସ୍ମାରକପତ୍ର ଦେଲା ବିଜେପି । ତେବେ ଗଞ୍ଜାମ ଜିଲ୍ଲାରେ ରହିଥିବା ମଣ୍ଡିମାନଙ୍କରେ ଧାନ ସଠିକ୍ ଭାବରେ କ୍ରୟ ହେଉନଥିବା ଅଭିଯୋଗ କରିଛି ଦଳ । ଜିଲ୍ଲା କୃଷକ ବିଜେପି ମୋର୍ଚ୍ଚାର ସଭାପତିଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ଦଳର କର୍ମକର୍ତ୍ତା ମାନେ ଆସି ବିକ୍ଷୋଭ ପଦର୍ଶନ କରିବା ସହ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଧାନକ୍ରୟରେ ଅବ୍ୟବସ୍ଥା ନେଇ ଆରଡିସିଙ୍କୁ ସ୍ମାରକପତ୍ର ଦେଲା ବିଜେପି - paddy procurement
ଗଞ୍ଜାମ ଜିଲ୍ଲାରେ ରହିଥିବା ମଣ୍ଡି ମାନଙ୍କରେ ଧାନ ସଠିକ୍ ଭାବରେ କ୍ରୟ ହେଉନଥିବା ଅଭିଯୋଗ କରି ଆରଡିସିଙ୍କୁ ସ୍ମାରକପତ୍ର ଦେଲା ବିଜେପି । ଅଧିକ ପଢନ୍ତୁ...
ଧାନକ୍ରୟରେ ଅବ୍ୟବସ୍ଥା ନେଇ ଆରଡିସିଙ୍କୁ ସ୍ମାରକପତ୍ର ଦେଲା ବିଜେପି
ଧାନର ମାନ ପରୀକ୍ଷାରେ ଅନିୟମିତତା ହେଉଥିବା ବେଳେ ଟୋକେନ ଅବଧି ବଢାଇବା ସହ ଚାଷୀଙ୍କ ଠାରୁ ଯଥା ଶୀଘ୍ର ଧାନ କିଣିବାକୁ ଏବଂ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ