ଓଡିଶା

odisha

ETV Bharat / state

କବିସୂର୍ଯ୍ୟନଗରରେ ଜଘନ୍ୟ ହତ୍ୟାକାଣ୍ଡ, 2 ହଜାର ଟଙ୍କା ପାଇଁ ଗଲା ଜୀବନ

ସାମାନ୍ୟ 2 ହଜାର ଟଙ୍କା ପାଇଁ ହୋଇଥିବା ଗଣ୍ଡଗୋଳରୁ ଜଣଙ୍କ ମୃତ୍ୟୁ ଅଭିଯୋଗ । ଆଜି(ଶୁକ୍ରବାର) ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ...

By

Published : Apr 16, 2021, 11:36 AM IST

କବିସୂର୍ଯ୍ୟନଗରରେ ଜଘନ୍ୟ ହତ୍ୟାକାଣ୍ଡ
କବିସୂର୍ଯ୍ୟନଗରରେ ଜଘନ୍ୟ ହତ୍ୟାକାଣ୍ଡ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବରିଡା ଗ୍ରାମରେ ଅଭାବନୀୟ ଘଟଣା । ସାମାନ୍ୟ 2 ହଜାର ଟଙ୍କା ପାଇଁ ହୋଇଥିବା ଗଣ୍ଡଗୋଳରୁ ଜଣଙ୍କ ମୃତ୍ୟୁ ଅଭିଯୋଗ । ଆଜି(ଶୁକ୍ରବାକ) ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ ।

କବିସୂର୍ଯ୍ୟନଗରରେ ଜଘନ୍ୟ ହତ୍ୟାକାଣ୍ଡ

ଗଞ୍ଜାମ କବିସୂର୍ଯ୍ୟନଗର ଥାନା ବରିଡା ଗ୍ରାମରେ ଆଜି ସକାଳୁ ସକାଳୁ ଏହି ଘଟଣା ଘଟିଛି । ମୃତକ ଜଣକ ହେଲେ ଭାଟପଡା ଟୁକୁନା ଛଟେଇ ।

ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ସେପଟେ ପୋଲିସ ତଦନ୍ତ ଆରମ୍ଭ କରିଥିବାଳେ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details