ଭଞ୍ଜନଗର:ସାବିତ୍ରୀ ଅମାବାସ୍ୟାକୁ ନେଇ ଗ୍ରାମାଞ୍ଚଳରୁ ସହର ସବୁଠି ଚଳଚଞ୍ଚଳ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କଳିଙ୍ଗ ପରିବାର ସେବା ତରଫରୁ ସାବିତ୍ରୀ ଆମବ୍ୟାସ ଉପଲକ୍ଷେ ଭଞ୍ଜନଗର କିନ୍ନର ମାନଙ୍କୁ ଅମାବାସ୍ୟା ଯୋଗାଡ ସହ ପୂଜା ସାମଗ୍ରୀ ପ୍ରଦାନ କରାଯାଇଛି ।
କିନ୍ନରମାନଙ୍କୁ ସାବିତ୍ରୀ ପୂଜା ସାମଗ୍ରୀ ପ୍ରଦାନ - କଳିଙ୍ଗ ପରିବାର ସେବା
ଗଞ୍ଜାମ ଜିଲ୍ଲା ଭଞ୍ଜନଗର କଳିଙ୍ଗ ପରିବାର ସେବା ତରଫରୁ ସାବିତ୍ରୀ ଆମବ୍ୟାସ ଉପଲକ୍ଷେ ଭଞ୍ଜନଗର କିନ୍ନର ମାନଙ୍କୁ ଅମାବାସ୍ୟା ଯୋଗାଡ ସହ ପୂଜା ସାମଗ୍ରୀ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
କିନ୍ନରମାନଙ୍କୁ ସାବିତ୍ରୀ ପୂଜା ସାମଗ୍ରୀ ବାଣ୍ଟିଲେ କଳିଙ୍ଗ ପରିବାର ସେବା
କିନ୍ନରମାନଙ୍କୁ ସାବିତ୍ରୀ ପୂଜା ସାମଗ୍ରୀ ବାଣ୍ଟିଲେ କଳିଙ୍ଗ ପରିବାର ସେବା
ମହିଳାମାନେ ଯେମିତି ନିଜ ସ୍ବାମୀର ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି, ସେହିପରି କିନ୍ନର ମାନେ ମଧ୍ୟ ମନରେ ଭଲପାଉଥିବା ମଣିଷଟିର ଦୀଘାୟୁ କାମନା କରି ଏହି ବ୍ରତ କରିଥାନ୍ତି । ଏଣୁ କଳିଙ୍ଗ ପରିବାର ସେବା ତରଫରୁ ସେମାନଙ୍କୁ ଶାଢୀ, ଶଙ୍ଖା, ସିନ୍ଦୁର ପ୍ରଦାନ କରାଯାଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ