ଓଡିଶା

odisha

By

Published : Sep 17, 2020, 2:14 PM IST

ETV Bharat / state

ସ୍ୟାଣ୍ଡ ଆନିମେସନରେ ‘ହାପି ବର୍ଥ ଡେ ମୋଦି’

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସ୍ୟାଣ୍ଡ୍ ଆନିମେସନ କରି ବ୍ରହ୍ମପୁରରୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ । ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ବ୍ରହ୍ମପୁର ସହରର ବାଲୁକାଶିଳ୍ପୀ ସତ୍ୟ ମହାରାଣା ପ୍ରସ୍ତୁତ କରିଛନ୍ତି ସ୍ୟାଣ୍ଡ୍ ଆନିମେସନ୍। ଅଧିକ ପଢନ୍ତୁ...

Berhampur Sand Artist Wishes Modi's Birthday Through Sand Animation
ସ୍ୟାଣ୍ଡ ଆନିମେସନରେ ମୋଦିଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ବ୍ରହ୍ମପୁର ବାଲୁକାଶିଳ୍ପୀ

ବ୍ରହ୍ମପୁର:ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସ୍ୟାଣ୍ଡ୍ ଆନିମେସନ୍ କରି ବ୍ରହ୍ମପୁରରୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ । ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ବ୍ରହ୍ମପୁର ସହରର ବାଲୁକାଶିଳ୍ପୀ ସତ୍ୟ ମହାରାଣା ପ୍ରସ୍ତୁତ କରିଛନ୍ତି ସ୍ୟାଣ୍ଡ୍ ଆନିମେସନ୍।

ସ୍ୟାଣ୍ଡ ଆନିମେସନରେ ‘ହାପି ବର୍ଥ ଡେ ମୋଦି’

70 ବର୍ଷରେ ପଦାର୍ପଣ କରିଥିବା ମୋଦିଙ୍କୁ ସ୍ୟାଣ୍ଡ୍ ଆନିମେସନ୍ ଜରିଆରେ ହାପି ବର୍ଥ ଡେ ଲେଖି ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ସତ୍ୟ ମହାରାଣା। ଏଥିସହ ଏହାକୁ ନେଇ ପ୍ରସ୍ତୁତ କରିଥିବା ଆନିମେସନ୍ ଭିଡିଓକୁ ସେ ଗଣମାଧ୍ୟମ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ପୂର୍ବରୁ ସତ୍ୟ ବିଭିନ୍ନ ସମୟରେ ସ୍ୟାଣ୍ଡ ଆନିମେସନ୍ କରି ଚର୍ଚ୍ଚାରେ ରହିଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details