ବ୍ରହ୍ମପୁର: ବୁଧବାର ଥିଲା ବିଶ୍ବ ଧରିତ୍ରୀ ଦିବସ । ଏହି ଦିବସରେ ପୃଥିବୀର ସୁରକ୍ଷା ପାଇଁ ବାର୍ତ୍ତା ଦେଇଛନ୍ତି ବ୍ରହ୍ମପୁର ବାଲୁକା ଶିଳ୍ପୀ । ଏହି ଅବସରରେ ବାଲିରେ ଆନିମେସନ ତିଆରି କରିଛନ୍ତି ।
ବ୍ରହ୍ମପୁରର ପ୍ରସିଦ୍ଧ ବାଲୁକା ଶିଳ୍ପୀ ସତ୍ୟ ମହାରଣା । ସ୍ୟାଣ୍ଡ ଆନିମେସନରେ ଦେଇଛନ୍ତି ଧରିତ୍ରୀ ଦିବସର ଶୁଭେଚ୍ଛା । ଏହାସହ ବିଶ୍ବ ସୁରକ୍ଷାର ମଧ୍ୟ ଦେଇଛନ୍ତି ବାର୍ତ୍ତା ।