ଭଞ୍ଜନଗର: ଏଟିଏମ ଭାଙ୍ଗି ଟଙ୍କା ନେବାକୁ ଉଦ୍ୟମ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ଦୁବୃର୍ତ୍ତଙ୍କ ଏଟିଏମ ଭଙ୍ଗାରୁଜା କରିଛନ୍ତି । ଗତକାଲି ରାତିରେ ଦୁବୃର୍ତ୍ତ ମାନେ ଏଟିଏମ ଭାଙ୍ଗି ଟଙ୍କା ନେବାକୁ ଉଦ୍ୟମ କରିଥିଲେ କିନ୍ତୁ ସେଥିରେ ବିଫଳ ହେବାରୁ ଭଙ୍ଗାରୁଜା କରି ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଏଟିଏମ ଭାଙ୍ଗି ଟଙ୍କା ନେବାକୁ ଉଦ୍ୟମ, ବିଫଳ ହୋଇ ଭଙ୍ଗାରୁଜା କଲେ ଦୁବୃର୍ତ୍ତ - ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ଏଟିଏମ ଭାଙ୍ଗି ଟଙ୍କା ନେବାକୁ ଉଦ୍ୟମ । ଶେଷରେ ଟଙ୍କା ନ ମିଳିବାରୁ ଏଟିଏମ ଭଙ୍ଗାରୁଜା କରି ଦୃବୁର୍ତ୍ତ ଫେରାର । ଅଧିକ ପଢନ୍ତୁ...
ଏଟିଏମ ଭାଙ୍ଗି ଟଙ୍କା ନେବାକୁ ଉଦ୍ୟମ, ବିଫଳ ହୋଇ ଏଟିଏମ ଭାଙ୍ଗଲେ ଦୃବୁର୍ତ୍ତ
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ