ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ବଡ ସଫଳତା l ଆଠ ଜଣ ଦୁର୍ଦ୍ଧଶ ଅପରାଧୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ମାଉଜର ଓ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏ ନେଇ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍.ପି ବିଜୟ କୁମାର ମଲ୍ଲିକ ।
ଆସ୍କା ପୋଲିସର ବଡ଼ ସଫଳତା, ବହୁ ମାଉଜର ଓ ମାରଣାସ୍ତ୍ର ଜବତ - aska police arrest 8 criminal in ganjam
ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ବଡ ସଫଳତା । ଆଠ ଜଣ ଦୁର୍ଦ୍ଧଶ ଅପରାଧୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ମାଉଜର ଓ ମାରଣାସ୍ତ୍ର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ଆସ୍କା ପୋଲିସର ବଡ଼ ସଫଳତା,ବହୁ ମାଉଜର ଓ ମାରାଣାସ୍ତ୍ର ଜବତ
ଗଞ୍ଜାମ ଜିଲ୍ଲାର ଧରାକୋଟ, ବଡ଼ଗଡ଼, ଆସିକା ଅଞ୍ଚଳରେ ସାଧାରଣ ଲୋକଙ୍କ ଠାରୁ ରାହାଜାନି, ଦାଦାବଟି ଆଦାୟ କରୁଥିବା ବେଳେ ତିନି ଥାନା ମିଳିତ ପୋଲିସର ଉଦ୍ୟମରେ ଆଠ ଜଣ ଦୁର୍ଦ୍ଧାନ୍ତ ଅପରାଧି ଗିରଫକୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଦଶଟି ମାଉଜର, ୫୩ ରାଉଣ୍ଡ ଗୁଳି, ୧୨ ଟି ଜୀବନ୍ତ ବୋମା , ମୋଟର ସାଇକେଲ ଚାରି ଓ ବିଭିନ୍ନ ମାରଣାସ୍ତ ଜବତ କରାଯାଇଛି ।
ଆସ୍କା ପୋଲିସର ବଡ଼ ସଫଳତା,ବହୁ ମାଉଜର ଓ ମାରାଣାସ୍ତ୍ର ଜବତ
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
TAGGED:
ଆସ୍କା ପୋଲିସର ବଡ଼ ସଫଳତା