ଓଡିଶା

odisha

ETV Bharat / state

ବିଦ୍ୟୁତ ଆଘାତରେ ଯବାନ ମୃତ

ବଂଶୀଧର କିଛିଦିନ ହେଲା ଘର କାମ କରିବାକୁ ଛୁଟିରେ ଆସିଥିଲେ । ହେଲେ ସୋମବାର ଘର କାମ ଚାଲି ଥିବା ସମୟରେ ବଂଶୀଧରଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

By

Published : Dec 3, 2019, 6:46 AM IST

ଯବାନ ମୃତ
ଯବାନ ମୃତ

ଗଞ୍ଜାମ: ଭଞ୍ଜନଗର ଥାନା ଅନ୍ତର୍ଗତ କେବିରି ବ୍ରହ୍ମପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ମୃତ୍ୟୁ । ମୃତକ ହେଲେ କୋରାପୁଟରେ କାର୍ଯ୍ୟରତ ଯବାନ ବଂଶୀଧର ପ୍ରଧାନ । ସୂଚନା ଅନୁଯାୟୀ ବଂଶୀଧର କିଛିଦିନ ହେଲା ଘର କାମ କରିବାକୁ ଛୁଟିରେ ଆସିଥିଲେ । ହେଲେ ସୋମବାର ଘର କାମ ଚାଲି ଥିବା ସମୟରେ ବଂଶୀଧରଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।

ବିଦ୍ୟୁତ ଆଘାତରେ ଯବାନ ମୃତ

ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details