ଭଞ୍ଜନଗର:କରୋନା କାଳରେ ଦଶାହ ଭୋଜି କରିବା ମହଙ୍ଗା ପଡିଲା । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡ଼ାପଦର ପଞ୍ଚାୟତର ମଣ୍ଟାପଡା ଗ୍ରାମରେ ଭଗବାନ ବିଶ୍ୱାଳଙ୍କ ଦଶାହ ଭୋଜି ଚାଲିଥିବା ସମୟରେ ପୋଲିସ ଓ ପ୍ରଶାସନର ଚଢ଼ାଉ ।
ଦଶାହ ଭୋଜିରେ ଅତର୍କିତ ଚଢାଉ, ଗଣିଲେ ଦଶ ହଜାର
କରୋନା କାଳରେ ଦଶାହ ଭୋଜି କରିବା ମହଙ୍ଗା ପଡିଲା । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ହରିଡ଼ାପଦର ପଞ୍ଚାୟତର ମଣ୍ଟାପଡା ଗ୍ରାମରେ ଭଗବାନ ବିଶ୍ୱାଳଙ୍କ ଦଶାହ ଭୋଜି ଚାଲିଥିବା ସମୟରେ ପୋଲିସ ଓ ପ୍ରଶାସନର ଚଢ଼ାଉ । ଅଧିକ ପଡନ୍ତୁ...
ମହଙ୍ଗା ପଡିଲା ଦଶାହ ଭୋଜି, କୋରୋନା ନିୟମ ଉଲ୍ଲଙ୍ଘନ ପାଇଁ ଚଢାଉ
ଭୋଜି ବନ୍ଦ କରିବା ସହିତ ଦଶ ହଜାର ଟଙ୍କା ଜରିମାନା ପକାଇଲା ପ୍ରଶାସନ । ସାରା ଦେଶ କରୋନା ମହାମାରୀର ଦ୍ଵିତୀୟ ଲହରୀ ସହିତ ସଂଘର୍ଷ କରୁଥିବା ବେଳେ ଗ୍ରାମାଞ୍ଚଳରେ ଭୋଜି ଭାତର ଆସର ସହିତ ସହ ସହ ଲୋକ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଥିଲା ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ