ଓଡିଶା

odisha

By

Published : Oct 7, 2020, 10:55 PM IST

ETV Bharat / state

3 କିଲୋ ରୂପା ସହ 3 ଡକାୟତ ଗିରଫ

ଗଞ୍ଜାମ ଜିଲ୍ଲା ବୁଗୁଡା ପୋଲିସ ହାତରେ ତିନି ଜଣ ଡକାୟତ ଗିରଫ ହୋଇଥିବା ସୂଚନା ମିଳିଛି । ଗିରଫ ଡକାୟତମାନଙ୍କ ଠାରୁ ପୋଲିସ ଏକ ଦେଶୀ ବନ୍ଧୁକ ସହ 3 କିଲୋ 2ଶହ ଗ୍ରାମ ରୂପା ଜବତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

3 କିଲୋ ରୂପା ସହ 3 ଡକାୟତ ଗିରଫ
3 କିଲୋ ରୂପା ସହ 3 ଡକାୟତ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡା ପୋଲିସ ହାତରେ ତିନି ଜଣ ଡକାୟତ ଗିରଫ ହୋଇଥିବା ସୂଚନା ମିଳିଛି । ଗିରଫ ଡକାୟତମାନଙ୍କ ଠାରୁ ପୋଲିସ ଏକ ଦେଶୀ ବନ୍ଧୁକ ସହ 3 କିଲୋ 2ଶହ ଗ୍ରାମ ରୂପା, ଜୀବନ୍ତ ଗୁଳି ସହ ମୋଟରସାଇକେଲକୁ ଜବତ କରିଥିବା ଜଣାପଡିଛି ।

3 କିଲୋ ରୂପା ସହ 3 ଡକାୟତ ଗିରଫ

ଗିରଫ ଡକାୟତମାନେ ଗତ କିଛି ଦିନ ତଳେ ଜଣେ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ରୂପା ଅଳଙ୍କାର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ସେହି ଘଟଣାର ପୋଲିସ ତଦନ୍ତ କରି ଆଜି ତିନିଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details