ଭଞ୍ଜନଗର:ପୋଲସରା ପୋଲିସକୁ ମିଳିଛି ସଫଳତା । 3 ଲୁଟେରାଙ୍କୁ ଗିରଫ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୩ ଟି ବାଇକ ,ସୁନା ଗହଣା ସମେତ ୩ କୁଇଣ୍ଟାଲର ୬ଟି କାଜୁ ବସ୍ତାକୁ ଜବତ କରିଛି ପୋଲିସ। ଏହାସହ ଅନ୍ୟ ଜଣେ ଲୁଟେରା ଫେରାର ରହିଥିବା ସୂଚନା ମିଳିଛି ।
ପୋଲସରା ପୋଲିସକୁ ସଫଳତା, 3 ଲୁଟେରା ଗିରଫ - 3 ଲୁଟେରା ଗିରଫ
ପୋଲସରା ପୋଲିସକୁ ମିଳିଛି ସଫଳତା । 3 ଲୁଟେରା ଗିରଫ, ଚୋରି ହୋଇଥିବା ସାମଗ୍ରୀ ଜବତ । ଅଧିକ ପଢନ୍ତୁ....
3 ଲୁଟେରା ଗିରଫ, ଚୋରୀ ସାମଗ୍ରୀ ଜବତ
3 ଲୁଟେରା ଗିରଫ, ଚୋରୀ ସାମଗ୍ରୀ ଜବତ
ଗିରଫ ହୋଇଥିବା ୩ ଲୁଟେରା ହେଉଛନ୍ତି ପୋଲସରା ଅଞ୍ଚଳର ମାଳବିରିପୁର ଗାଁର ଜଗନ୍ନାଥ ଜାନୀ, ନିରାଶପଲ୍ଲୀ ଗାଁର ପ୍ରମୋଦ ଜାନୀ ଓ ବାଣପୁରର ଅଜୟ ନାୟକ ବୋଲି ଜଣାପଡିଛି । ଲୁଟପାଟ ଓ ଯୁବତୀ ଚୋରା ଚାଲାଣରେ ମଧ୍ୟ ୪ ଜଣଙ୍କ ସଂପୃକ୍ତି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ