ଓଡିଶା

odisha

By

Published : Aug 3, 2020, 12:26 PM IST

ETV Bharat / state

ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ 2 ମିଠା ଦୋକାନୀ

ନିୟମ ଉଲ୍ଲଙ୍ଘନ କରିବା ମିଠା ଦୋକାନକୁ ପଡିଲା ମହଙ୍ଗା । ଭଞ୍ଜନଗରର ଦୁଇ ଜଣ ମିଠା ଦୋକାନୀ ତଣ୍ଡ ଭରିଛନ୍ତି । ଅଧିକ ପଢନ୍ତୁ...

ନିୟମ ଉ୍ଲଲଙ୍ଘନ କରି ତଣ୍ଡ ଗଣିଲେ 2 ମିଠା ଦୋକାନୀ
ନିୟମ ଉ୍ଲଲଙ୍ଘନ କରି ତଣ୍ଡ ଗଣିଲେ 2 ମିଠା ଦୋକାନୀ

ଭଞ୍ଜନଗର: ଦୀର୍ଘ ଦିନ ପରେ ଗଞ୍ଜାମ ଜିଲ୍ଲା ସହରକୁ କୋରୋନା କଟକଣାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଜିଲ୍ଲାପାଳଙ୍କ ପଞ୍ଚତନ୍ତ୍ର ନିୟମକୁ ଉଲ୍ଲଙ୍ଘନ କରି ଭଞ୍ଜନଗର ବସ ଷ୍ଟାଣ୍ଡରେ ଦୁଇ ଜଣ ମିଠା ଦୋକାନୀ ତଣ୍ଡ ଗଣିଛନ୍ତି।

ନିୟମ ଉ୍ଲଲଙ୍ଘନ କରି ତଣ୍ଡ ଗଣିଲେ 2 ମିଠା ଦୋକାନୀ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ହୋଇଥିବାରୁ ସେମାନେ ମିଠା ଦୋକାନକୁ ଖୋଲିଥିଲେ । ନିୟମ ଉଲ୍ଲଙ୍ଘନ କରି ଦୋକାନ ଖୋଲି ଜଣେ ଦୋକାନୀ 3 ହଜାର ଟଙ୍କା ଜୋରିମାନା ଗଣିଥିବାବେଳେ, ଅନ୍ୟ ଜଣକୁ 7 ଦିନ ପାଇଁ ଦୋକାନ ବନ୍ଦ ରଖିବାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଭଞ୍ଜନଗର ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ସରକାରଙ୍କ ନିୟମକୁ ମାନି କିଛି ଦୋକାନ ଖୋଲିଥିବା ଦେଖିବାକୁ ମିଳିଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details