ଭଞ୍ଜନଗର: ଗତ କଛିଦିନ ତଳେ ଗଞ୍ଜାମ ଜିଲ୍ଲା ଆସିକା ଓ ଗାଙ୍ଗପୁର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ମାରଣାସ୍ତ୍ର ଦେଖାଇ ହୋଇଥିବା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ l ଏହି ଲୁଟ ଘଟଣାରେ ସମ୍ପୃକ୍ତ 12 ଜଣକୁ ଗିରଫ କରିଛି ପୋଲିସ l
ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା, 12 ଗିରଫ - ganjam Loot 12 people arrested
ଗତ କଛିଦିନ ତଳେ ଗଞ୍ଜାମ ଜିଲ୍ଲା ଆସିକା ଓ ଗାଙ୍ଗପୁର ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ମାରଣାସ୍ତ୍ର ଦେଖାଇ ହୋଇଥିବା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ l ଏହି ଲୁଟ ଘଟଣାରେ ସମ୍ପୃକ୍ତ 12 ଜଣକୁ ଗିରଫ କରିଛି ପୋଲିସ l ଅଧିକ ପଢନ୍ତୁ...
ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ଲୁଟ ଘଟଣା: ଏଥିରେ ସମ୍ପୃକ୍ତ 12 ଜଣ ଗିରଫ
ଗିରଫ ଅଭିଯୁକ୍ତ ମାନେ ମୁଖ୍ୟତଃ ଆସିକା ଏବଂ ଗାଙ୍ଗପୁର ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ନିକଟରୁ ୧ ଲକ୍ଷ୍ୟ ୯୮ ହଜାର ଟଙ୍କା ସହିତ 9ଟି ମୋଟର ସାଇକେଲ ଜବତ କରାଯାଇଛି l
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ