ଓଡିଶା

odisha

ETV Bharat / state

ବସଷ୍ଟାଣ୍ଡ ପଛରୁ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ସନ୍ଦେହ - ପାରଳାଖେମୁଣ୍ଡି ମର୍ଡର

ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ପଛ ପାର୍ଶ୍ଵରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଠାବ । ହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ

ବସ ଷ୍ଟାଣ୍ଡ ପଛ ପାର୍ଶ୍ବରୁ ଅଜଣା ଝିଅର ମୃତଦେହ ଠାବ, ହତ୍ୟା ସନ୍ଦେହ
ବସ ଷ୍ଟାଣ୍ଡ ପଛ ପାର୍ଶ୍ବରୁ ଅଜଣା ଝିଅର ମୃତଦେହ ଠାବ, ହତ୍ୟା ସନ୍ଦେହ

By

Published : Jan 13, 2022, 1:00 PM IST

ଗଜପତି: ପାରଳାଖେମୁଣ୍ଡି ନୂଆ ବସ ଷ୍ଟାଣ୍ଡ(paralakhemundi new bus stand) ପଛ ପାର୍ଶ୍ଵରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଠାବ(unidentified girl dead body) । ସୂଚନାପାଇ ଘଟଣାସ୍ଥଳୀରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବତୀଙ୍କ କୌଣସି ପରିଚୟ ମିଳିନଥିବା ବେଳେ ପ୍ରାଥମିକ ତଦନ୍ତରୁ ତାଙ୍କ ବୟସ 20 ରୁ 25 ବର୍ଷ ବୋଲି ଜଣାପଡିଛି । ତେବେ ଏହା ହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ ।

ବସ ଷ୍ଟାଣ୍ଡ ପଛ ପାର୍ଶ୍ବରୁ ଅଜଣା ଝିଅର ମୃତଦେହ ଠାବ, ହତ୍ୟା ସନ୍ଦେହ

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details