ଓଡିଶା

odisha

ETV Bharat / state

ବେକାର ଯୁବକ ଯବତୀଙ୍କୁ ଆତ୍ମ ନିଯୁକ୍ତି ପ୍ରଦାନ ପାଇଁ ଆନ୍ଦୋଳନ - self-employment

ବେକାର ଯୁବକ ଯବତୀଙ୍କୁ ଆତ୍ମ ନିଯୁକ୍ତି ପ୍ରଦାନ ଓ ବେକାରୀ ଭତ୍ତା ସହିତ ସ୍ବାସ୍ଥ୍ୟ ସେବାକୁ ନିଶ୍ଚିତ କରିବା ଦାବିରେ ଭାରତୀୟ ଗଣତାନ୍ତ୍ରୀଙ୍କ ଯୁବ ଫେଡେରେସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ।

ବେକାର ଯୁବକ ଯବତୀଙ୍କୁ ଆତ୍ମ ନିଯୁକ୍ତି ପ୍ରଦାନ ପାଇଁ ଆନ୍ଦୋଳନ
ବେକାର ଯୁବକ ଯବତୀଙ୍କୁ ଆତ୍ମ ନିଯୁକ୍ତି ପ୍ରଦାନ ପାଇଁ ଆନ୍ଦୋଳନ

By

Published : Sep 15, 2020, 10:46 PM IST

ଗଜପତି:ବେକାର ଯୁବକ ଯବତୀଙ୍କୁ ଆତ୍ମ ନିଯୁକ୍ତି ପ୍ରଦାନ ଓ ବେକାରୀ ଭତ୍ତା ସହିତ ସ୍ବାସ୍ଥ୍ୟ ସେବାକୁ ନିଶ୍ଚିତ କରିବା ଦାବିରେ ଭାରତୀୟ ଗଣତାନ୍ତ୍ରୀଙ୍କ ଯୁବ ଫେଡେରେସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ବେକାର ଯୁବକ ଯବତୀଙ୍କୁ ଆତ୍ମ ନିଯୁକ୍ତି ପ୍ରଦାନ ପାଇଁ ଆନ୍ଦୋଳନ

ଜିଲ୍ଲାରେ ଖାଲିଥିବା ସମସ୍ତ ପଦବୀ ପୂରଣ କରିବା, ଜିଲ୍ଲା ଭିର୍ତ୍ତିକ ନିଯୁକ୍ତି ପ୍ରଦାନ କରିବା ମନରେଗା କାମ ପାଇଁ ଜବକାର୍ଡ ବଣ୍ଟନ, ବର୍ଷକୁ 2ଶହ ଦିନର କାର୍ଯ୍ୟସହ ଦୈନିକ 6ଶହ ଟଙ୍କା ମଜୁରୀ ପ୍ରଦାନ କରିବା, ଲଘୁ ବନଜାତ ଦ୍ରବ୍ୟ ବିକ୍ରି କେନ୍ଦ୍ର ପ୍ରତିଷ୍ଠା କରିବା ଆଦି 8 ଦଫା ଦାବି ଅତିଶ୍ରୀଘ୍ର ପୁରଣ କରିବାକୁ ଦାବି ଜୋର ଧରିଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଫେଡେରସନର ରାଜ୍ୟ ସଂପାଦକ ଜତିନ ମହାନ୍ତି କହିଛନ୍ତି ।

ଗଜପତି ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details