ଗଜପତି: ଜିଲ୍ଲା ଛେଳିଗଡ ନିକଟସ୍ଥ ତିଳିଗାଁ ଗାଁର ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଛେଳିଗଡ ଗାଁର ତ୍ରିନାଥ ସାହୁ ।
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି - ଆତ୍ମହତ୍ୟା
ଗଜପତି ଜିଲ୍ଲା ଛେଳିଗଡ ନିକଟସ୍ଥ ତିଳିଗାଁ ଗାଁର ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...
![ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର](https://etvbharatimages.akamaized.net/etvbharat/prod-images/768-512-12114441-thumbnail-3x2-q.jpg)
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପାରିବାରିକ କଳହ କାରଣରୁ ଯୁବକ ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ଅନୁମାନ କରିଛି । ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଆର.ଉଦୟଗିରି ପୋଲିସ ।
ଗଜପତିରୁ ହରିହର ପଟ୍ଟନାୟକ,ଇଟିିଭି ଭାରତ