ଗଜପତି: ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଗ୍ରାମ ବିନୋଦିନି ମହାବିଦ୍ୟାଳୟ ନିକଟରେ ଏକ ବାଇକ ସହ ବୋଲେରୋ ର ମୁହାଁମୁହିଁ ଧକ୍କା । ବାଇକ ସହ ବୋଲେରୋର ଧକ୍କା ହେବା ଫଳରେ ଜଣେ ମୃତ ଆଉ ଦୁଇଜଣ ଗୁରୁତର ।
ମୃତ ଜଣକ ହେଲେ ଜୋଏବ ଗମାଙ୍ଗ ଗୁମ୍ମା ବ୍ଲକର ଆବାସିଙ୍ଗ ଗ୍ରାମର ବୋଲି ଜଣାପଡିଛି । ଜୋଏବ ନିଜ ପତ୍ନୀ ଅନିତା ଗମାଙ୍ଗ ଏବଂ ପୁଅ ଅମୀ ଗମାଙ୍ଗ ମିଶି ବାଇକରେ ନିଜ ଶଶୁର ଘରୁ ନିଜ ଗ୍ରାମ ଲକ୍ଷ୍ମୀପୁର ଫେରୁଥିଲେ ସେହି ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।