ଓଡିଶା

odisha

By

Published : Dec 25, 2021, 8:33 PM IST

ETV Bharat / state

AK-47 rifle seized: AK-47 ରାଇଫଲ୍ ସହ 28ଟି ଗୁଳି ଜବତ, ଜଣେ ଗିରଫ

ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନାକୁ ବଡ଼ ସଫଳତା । ଗୋଟିଏ ଏକେ-47 ରାଇଫଲ୍, 28ଟି ଗୁଳି, 2ଟି ମେଗାଜିନ୍ ସହ ଜଣେ ଗିରଫ । ଅଧିକ ପଢନ୍ତୁ

ଅଡବା ଥାନାକୁ ବଡ଼ ସଫଳତା: AK-47 ରାଇଫଲ୍ ସହ 28ଟି ଗୁଳି ଓ ଜଣେ ଗିରଫ
ଅଡବା ଥାନାକୁ ବଡ଼ ସଫଳତା: AK-47 ରାଇଫଲ୍ ସହ 28ଟି ଗୁଳି ଓ ଜଣେ ଗିରଫ

ଗଜପତି: ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନାକୁ ମିଳିଛି ଏକ ବଡ଼ ସଫଳତା । ଗୋଟିଏ ଏକେ-47 ରାଇଫଲ୍, 28ଟି ଗୁଳି, 2ଟି ମେଗାଜିନ୍ ସହ ଜଣେ ଗିରଫ ।

ଗିରଫ ବ୍ୟକ୍ତି ଜଣକ ହେଲେ ପ୍ରମୋଦ ମାଝୀ ଓରଫ୍ ସାଗର (32 year)। ଅଡବା ଥାନା ଅନ୍ତର୍ଗତ ଜଡିଙ୍ଗି ଗ୍ରାମର ବାସିନ୍ଦା ଦକ୍ଷ ମାଝୀଙ୍କୁ ପୁଅ ବୋଲି ଜଣାପଡିଛି ।

ଏକେ-47 ରାଇଫଲ୍, 28ଟି ଗୁଳି, 2ଟି ମେଗାଜିନ୍ ଜବତ କରିବା ସହ ଅଡବା ପୋଲିସ୍ କେସ ରୁଜ୍ଜୁ କରିଥିବା SDPO ଦିଲ୍ଲୀପ ନାୟକ ସୂଚନା ଦାଇଛିନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details