ଓଡିଶା

odisha

ETV Bharat / state

ଆଜିଠୁ ଲାଗିବ ନାଇଟ କର୍ଫ୍ୟୁ, ଆସନ୍ତା 30 ଯାଏଁ ବଳବତ୍ତର - covid 19

ଆଜିଠୁ ଲାଗିବ ନାଇଟ କର୍ଫ୍ୟୁ । ଆସନ୍ତା 30 ତାରିଖ ଯାଏଁ ବଳବତ୍ତର ରହିବ। ରାତ୍ର 9ଟା ରୁ ସକାଳ 5ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଅଧିକ ପଢନ୍ତୁ...

ଆଜିଠୁ ଲାଗିବ ନାଇଟ କର୍ଫ୍ୟୁ, ଆସନ୍ତା 30 ଯାଏଁ ବଳବତ୍ତର
ଆଜିଠୁ ଲାଗିବ ନାଇଟ କର୍ଫ୍ୟୁ, ଆସନ୍ତା 30 ଯାଏଁ ବଳବତ୍ତର

By

Published : Apr 17, 2021, 12:34 PM IST

ଗଜପତି:ଆଜି ଠାରୁ ଲାଗୁ ହେବ ନାଇଟ କର୍ଫ୍ୟୁ । ଆସନ୍ତା 30 ତାରିଖ ଯାଏଁ ବଳବତ୍ତର ରହିବ। ରାତ୍ର 9 ଟା ରୁ ସକାଳ 5ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଆର୍ ସିଙ୍କ ନୂଆ ଗାଇଡ ଲାଇନ ଅନୁସାରେ ଗଜପତିରେ କଣ ସବୁ କଟକଣା ଜାରି କରାଯାଇଛି ତାହାକୁ ନେଇ ଜିଲ୍ଲାପାଳ ଅନୁପମ ସାହା ଏକ ଭିଡିଓ ଜାରି କରିଛନ୍ତି ।

ଆଜିଠୁ ଲାଗିବ ନାଇଟ କର୍ଫ୍ୟୁ, ଆସନ୍ତା 30 ଯାଏଁ ବଳବତ୍ତର

ଏପଟେ ଗଜପତିରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ସହରରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରିବ ସଙ୍ଗେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛି ।

ଆଜିଠୁ ଲାଗିବ ନାଇଟ କର୍ଫ୍ୟୁ, ଆସନ୍ତା 30 ଯାଏଁ ବଳବତ୍ତର

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details