ଓଡିଶା

odisha

By

Published : Jul 27, 2022, 9:34 PM IST

ETV Bharat / state

Odisha Assembly: ଗଜପତି ଜିଲ୍ଲା ଭୁସ୍ଖଳନ ପ୍ରସଙ୍ଗ ବିଧାନସଭାରେ ଉଠାଇଲେ ବିଧାୟକ

ବିଗତ କିଛି ବର୍ଷ ହେଲା ଲଗାତାର ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଏବଂ ନୂଆଗଡର କିଛି ଅଞ୍ଚଳରେ ବର୍ଷା ହେଲେ ଭୁଷ୍କଳନ ହଉଛି। ଯଦ୍ୱାରା ଅଞ୍ଚଳବାସୀଙ୍କ ଅନେକ କ୍ଷୟ କ୍ଷତି ହେଉଛି । ଅଧିକ ପଢନ୍ତୁ

ଗଜପତି ଜିଲ୍ଲା ଭୁସ୍ଖଳନ ପ୍ରସଙ୍ଗ ବିଧାନସଭାରେ ଉଠାଇଲେ ବିଧାୟକ
ଗଜପତି ଜିଲ୍ଲା ଭୁସ୍ଖଳନ ପ୍ରସଙ୍ଗ ବିଧାନସଭାରେ ଉଠାଇଲେ ବିଧାୟକ

ଗଜପତି: ବିଗତ କିଛି ବର୍ଷ ହେଲା ଲଗାତାର ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଏବଂ ନୂଆଗଡର କିଛି ଅଞ୍ଚଳରେ ବର୍ଷା ହେଲେ ଭୁଷ୍କଳନ ହଉଛି। ଯଦ୍ୱାରା ଅଞ୍ଚଳବାସୀଙ୍କ ଅନେକ କ୍ଷୟ କ୍ଷତି ହେଉଛି ।

ଗଜପତି ଜିଲ୍ଲା ଭୁସ୍ଖଳନ ପ୍ରସଙ୍ଗ ବିଧାନସଭାରେ ଉଠାଇଲେ ବିଧାୟକ

ଏଭଳି କି ଅନେକ ସମୟରେ ଭୁସ୍ଖଳନରେ ଲୋକଙ୍କ ଜୀବନ ହାନି ଘଟୁଥିବା ବେଳେ ଅନେକ ଗୋରୁ ଗାଈ ପଶୁପକ୍ଷୀଙ୍କ ଜୀବନ ଯାଉଛି । ସ୍ଥାନୀୟ ଅଧିବାସୀ ମାନଙ୍କ ପ୍ରତି ବିପଦ ମଧ୍ୟ ରହୁଛି ।

ତେବେ ଏନେଇ ଗଜପତି ପାରଳା ବିଧାୟକ କେ ନାରାୟଣ ରାଓ ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ କରିବା ସହ ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଗଜପତି

For All Latest Updates

ABOUT THE AUTHOR

...view details