ଗଜପତି: ଜିଲ୍ଲା ଆର. ଉଦୟଗିରି ଓ ମୋହନାର ବିଭିନ୍ନ କ୍ବାରେଣ୍ଟାଇନ ଓ ଟିଏମସିରେ ଥିବା ପ୍ରବାସୀଙ୍କୁ କିଟ ଓ ଖାଦ୍ୟ ବାଣ୍ଟିଲେ ବିଧାୟକ । ବିଧାୟକ ଦାସରଥୀ ଗମାଙ୍ଗ ନିଜ ପାଣ୍ଠିରୁ ଅର୍ଥ ବିନିଯୋଗ କରି ଆର. ଉଦୟଗିରି ପରେ ମୋହନାର ୧୫ ଗୋଟି କ୍ବାରେଣ୍ଟାଇନ ଓ ଟିଏମସି ଗସ୍ତ କରି ୮୫୦ ପ୍ରବାସୀଙ୍କୁ ଆବଶ୍ୟକୀୟ କିଟ ସହ ଖାଦ୍ୟ ବଣ୍ଟନ କରିଛନ୍ତି।
କ୍ବାରେଣ୍ଟାଇନ କେନ୍ଦ୍ରରେ କୋରୋନା କିଟ୍ ବାଣ୍ଟିଲେ ବିଧାୟକ - Gajapati MLA
ବିଧାୟକ ଦାସରଥୀ ଗମାଙ୍ଗ ନିଜ ପାଣ୍ଠିରୁ ଅର୍ଥ ବିନିଯୋଗ କରି ଆର. ଉଦୟଗିରି ପରେ ମୋହନାର ୧୫ ଗୋଟି କ୍ବାରେଣ୍ଟାଇନ ଓ ଟିଏମସି ଗସ୍ତ କରି ୮୫୦ ପ୍ରବାସୀଙ୍କୁ ଆବଶ୍ୟକୀୟ କିଟ ସହ ଖାଦ୍ୟ ବଣ୍ଟନ କରିଛନ୍ତି।
କ୍ବାରେଣ୍ଟାଇନ କେନ୍ଦ୍ରରେ କୋରୋନା କିଟ୍ ବାଣ୍ଟିଲେ ବିଧାୟକ
କ୍ବାରେଣ୍ଟାଇନ କେନ୍ଦ୍ରରେ କୋରୋନା କିଟ୍ ବାଣ୍ଟିଲେ ବିଧାୟକ
ଏଥିସହ କରୋନା ମୁକାବିଲାରେ ଯୋଦ୍ଧା ଭାବରେ ନିଜ ଦାୟିତ୍ବ ସମ୍ପନ୍ନ କରିଥିବା ବିଡ଼ିଓ, ତହସିଲଦାର ଓ ସରପଞ୍ଚଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଛନ୍ତି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ