ଓଡିଶା

odisha

ETV Bharat / state

Fire On Bike: ପ୍ରଚଣ୍ଡ ଖରାରେ ହୁତୁହୁତୁ ହୋଇ ଜଳିଗଲା ବାଇକ - ଛେଳିଗଡ଼ ବଜାର ବାଇକ ଜଳିବା ଖବର

ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଛେଳିଗଡ଼ ବଜାରରେ ହଠାତ ଏକ ବାଇକ ଜଳିଉଠିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

Fire On Bike: ପ୍ରଚଣ୍ଡ ଖରାରେ ଜଳିଗଲା ବାଇକ
Fire On Bike: ପ୍ରଚଣ୍ଡ ଖରାରେ ଜଳିଗଲା ବାଇକ

By

Published : Apr 27, 2022, 4:34 PM IST

ଗଜପତି: ପ୍ରଚଣ୍ଡ ଖରାରେ ହୁହୁ ହୋଇ ଜଳିଗଲା ବାଇକ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଛେଳିଗଡ଼ ବଜାରରେ । ନୂଆଗଡ ଗାଁର ଜଣେ ବ୍ୟକ୍ତି ପ୍ରଚଣ୍ଡ ଖରା ଯୋଗୁଁ ଛେଳିଗଡ଼ ବଜାରରେ ବାଇକ ରଖି ଏକ ଦୋକାନରେ ବସିଥିଲେ ।

Fire On Bike: ପ୍ରଚଣ୍ଡ ଖରାରେ ଜଳିଗଲା ବାଇକ

ଏହି ସମୟରେ ଅଚାନକ ବାଇକଟି ଜଳି ଉଠିବା ଦେଖିବାକୁ ମିଳିଥିଲା । କିଛି ସମୟ ମଧ୍ୟରେ ବଜାରରେ ଥିବା ଲୋକେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ତେବେ ବାଇକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details