ଗଜପତି: ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରେ ଆରମ୍ଭ ହୋଇଯାଇଛି କୋଭିଡ ଟୀକାକରଣର ଡ୍ରାଏ ରନ । ପ୍ରାୟ ୨୫ ଜଣ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ରାଜ୍ୟରେ କୋରୋନା ଟିକାକରଣ କାର୍ଯ୍ୟକ୍ରମକୁ କିଭଳି ଭାବେ ପରିଚାଳନା କରାଯିବ, ତାହା ଏହି ‘ଡ୍ରାଏ ରନ୍’ ବ୍ୟବସ୍ଥା ମାର୍ଗ ଦେଖାଇବ । ଏହା ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ବସ୍ତିର ଖବର । ରାଜ୍ୟବାସୀ କୋରୋନା ଟିକା ନେବା ପାଇଁ ଚାତକ ଭଳି ଅନେଇ ରହିଥିବା ବେଳେ ଏହି ‘ଡ୍ରାଏ ରନ୍’ କାର୍ଯ୍ୟକ୍ରମ ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶା ସଞ୍ଚାର କରିଛି ।
ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟୀକାକରଣର ପୂର୍ବାଭ୍ୟାସ - ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟୀକାକରଣର ପୂର୍ବାଭ୍ୟାସ
ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରେ ଆରମ୍ଭ ହୋଇଯାଇଛି କୋଭିଡ ଟୀକାକରଣର ଡ୍ରାଏ ରନ । ପ୍ରାୟ ୨୫ ଜଣ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟୀକାକରଣର ପୂର୍ବାଭ୍ୟାସ
ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଟୀକାକରଣର ପୂର୍ବାଭ୍ୟାସ
ତେବେ ଆଗାମୀ ଦିନରେ ଟୀକା ଆସିବା ପରେ କିପରି ଭାବରେ ଏହାକୁ ସୁରୁଖୁରୁରେ ଲୋକଙ୍କୁ ଦିଆଯିବ, ଏନେଇ ତାହାର ଏକ ପୂର୍ବ ଅଭ୍ୟାସ ବା ଡ୍ରାଏ ରନ କରାଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ