ଓଡିଶା

odisha

ETV Bharat / state

ବିଜେପି ଛାଡି ବିଜେଡିରେ ମିଶିଲେ ପୂର୍ବତନ ଗଜପତି ଜିଲ୍ଲା ବିଜେପି ସଭାପତି

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଗଜପତି ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଜି. ଭେଙ୍କଟରାମଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ବିଜେପିରେ ତାଙ୍କୁ ଅଣଦେଖା ଯୋଗୁଁ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।ଅଧିକ ପଢନ୍ତୁ

bjd joining programme held at gajapati
ବିଜେପି ଛାଡି ବିଜେଡିରେ ସାମିଲି ହେଲେ ପୂର୍ବତନ ଗଜପତି ଜିଲ୍ଲା ବିଜେପି ସଭାପତି ଜି.ଭେଙ୍କଟରାମଣା

By

Published : Feb 8, 2022, 8:43 PM IST

ଗଜପତି: ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଗଜପତି ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଜି. ଭେଙ୍କଟରାମଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ବିଜେପିରେ ତାଙ୍କୁ ଅଣଦେଖା ଯୋଗୁଁ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ରାମଣାଙ୍କ ବିଜେଡିରେ ସାମିଲ ହେବା ଦଳକୁ ଆହୁରି ମଜବୁତ୍ କରିବ ବୋଲି ସାଧାରଣ ସଂପାଦକ ମାନସ ମଙ୍ଗରାଜ କହିଛନ୍ତି ।

ବିଜେପି ଛାଡି ବିଜେଡିରେ ସାମିଲି ହେଲେ ପୂର୍ବତନ ଗଜପତି ଜିଲ୍ଲା ବିଜେପି ସଭାପତି ଜି.ଭେଙ୍କଟରାମଣା

ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏମାନଙ୍କ ଯୋଗଦାନ ବେଶ ସହାୟକ ହେବ ବୋଲି ସେ କହିଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details