ପାରଳାଖେମୁଣ୍ଡି :ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ । ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ପୋଲୁର ଗ୍ରାମରେ ଘଟିଛି ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି ।
ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, 4 ଆହତ - gajapati latest news
ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଜଣେ ମୃତ, ଜଣେ ଗୁରୁତର । ଅଧିକ ପଢନ୍ତୁ...

ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ
ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ
ସୂଚନାଅନୁଯାୟୀ କାଶୀନଗର ବ୍ଲକ ଅନ୍ତର୍ଗତ ପୋଲୁର ଗ୍ରାମରେ ଅଟୋ ଯାଉଥିବାବେଳେ ବାଇକ ସହ ଧକ୍କା ହୋଇଥିଲା । ଧକ୍କାରେ ଅଟୋ ଓଲଟି ପଡିଥିବାବେଳେ ବାଇକ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଅଣ୍ଡର ସିଂ ଗ୍ରାମର ୧୮ ବର୍ଷୀୟ ତ୍ରିନାଥ ଜେନା । ଅନ୍ୟ ଜଣେ ଗୃରୁତର ଥିବାବେଳେ ଅଟୋରେ ଥିବା ୪ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପାରଳାଖେମଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ
Last Updated : Oct 20, 2021, 11:04 AM IST