ଗଜପତି: ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ। ଅଧ୍ୟାପକ ଜି. ନାଗେଶ୍ଵର ରାଓଙ୍କ ପାରଳାଖେମୁଣ୍ଡି ରଧାଗୋବିନ୍ଦ ନଗର ବାସଭବନ ସମେତ 6 ଟି ଜାଗାରେ ଚାଲିଛି ରେଡ।
ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଧ୍ୟାପକ, 6 ଟି ଜାଗାରେ ଚାଲିଛି ଚଢାଉ - professor in the Vigilance radar
ଅଧ୍ୟାପକ ଜି. ନାଗେଶ୍ଵର ରାଓ ଙ୍କ ପାରଳାଖେମୁଣ୍ଡି ରଧାଗୋବିନ୍ଦ ନଗର ବାସଭବନ ସମେତ 6 ଟି ଜାଗାରେ ଚାଲିଛି ରେଡ। ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ। ଅଧିକ ଖବର ପଢନ୍ତୁ...
ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଧ୍ୟାପକ, 6 ଟି ଜାଗାରେ ଚାଲିଛି ରେଡ୍
ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି ସ୍ଥିତ ମିନକେତନ ମହାବିଦୟାଳୟ ରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ