ଓଡିଶା

odisha

ETV Bharat / state

କୃମି ଔଷଧ ଖାଇ 17 ଛାତ୍ରଛାତ୍ରୀ ଅସୁସ୍ଥ - ଛାତ୍ରଛାତ୍ରୀ ଅସୁସ୍ଥ

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଟିଶିରି ପୁର ଓ ଲୁହା ସିରିପୁର ଗ୍ରାମରେ କୃମି ଔଷଧ ଖାଇ 17 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି

By

Published : Aug 20, 2019, 2:18 PM IST

ଗଜପତି: ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଟିଶିରି ପୁର ଓ ଲୁହା ସିରିପୁର ଗ୍ରାମରେ ଅଭାବନୀୟ ଘଟଣା । କୃମି ଔଷଧ ଖାଇ 17 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଗଜପତି

ଘଟଣାସ୍ଥଳରେ ଗୁରାଣ୍ଡି ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଅନଙ୍କ ସଦନ ଭୂୟାଁଙ୍କ ନେତୃତ୍ବରେ ଡାକ୍ତର ଦଳ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି । ତେବେ ଧୀରେ ଧୀରେ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ସୂଚନା ରହିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details