ଓଡିଶା

odisha

ETV Bharat / state

ଅପହଞ୍ଚ ଇଲାକାରେ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବଜରଙ୍ଗ ଯୁବଗୋଷ୍ଠୀ - youths of bajarang yuva gosthi distributing food items

ଅପହଞ୍ଚ ଇଲାକାରେ ପହଞ୍ଚି ସହାୟତାର ହାତ ବଢାଇଲେ ଯୁବଗୋଷ୍ଠୀ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମାଙ୍କ ନେତୃତ୍ବରେ ବଜରଙ୍ଗ ଯୁବ ଗୋଷ୍ଠୀ ପକ୍ଷରୁ ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର, ସାନିଟାରୀ ନାପକିନ ଆଦି ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

youths-of-bajarang-yuva-gosthi-distributing-food-items-in-kankadahada
ଅପହଞ୍ଚ ଇଲାକାରେ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବଜରଙ୍ଗ ଯୁବ ଗୋଷ୍ଠୀ

By

Published : Apr 29, 2020, 8:47 PM IST

Updated : Apr 29, 2020, 9:04 PM IST

ଢେଙ୍କାନାଳ: ଅପହଞ୍ଚ ଇଲାକାରେ ପହଞ୍ଚି ସହାୟତାର ହାତ ବଢାଇଲେ ଯୁବଗୋଷ୍ଠୀ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମାଙ୍କ ନେତୃତ୍ବରେ ବଜରଙ୍ଗ ଯୁବ ଗୋଷ୍ଠୀ ପକ୍ଷରୁ ଖାଦ୍ୟ ସାମଗ୍ରୀ ଓ ସାନିଟାଇଜର, ସାନିଟାରୀ ନାପକିନ ଆଦି ବଣ୍ଟନ କରାଯାଇଛି । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ଆଦିବାସୀ ଏକୁଲ ସେକୁଲର ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି ।

ଅପହଞ୍ଚ ଇଲାକାରେ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବଜରଙ୍ଗ ଯୁବ ଗୋଷ୍ଠୀ
ଅପହଞ୍ଚ ଇଲାକାରେ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବଜରଙ୍ଗ ଯୁବ ଗୋଷ୍ଠୀ

ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ଶ୍ରମ ଉପରେ ନିର୍ଭର କରୁଥିବା ଏହି ଆଦିବାସୀ ସଂପ୍ରଦାୟର ଲୋକ ମାନେ ନିଜର ଜୀବିକା ହରାଇଛନ୍ତି । ତେଣୁ ଏମାନଙ୍କ ପାଇଁ କିଛି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ସହ ବଜରଙ୍ଗ ଯୁବ ଗୋଷ୍ଠୀ ସଚେତନ କରିଛି । ସେହିପରି ସ୍ଥାନୀୟ ଅଞ୍ଚଳ ବେଶ ଦୁର୍ଗମ ହୋଇଥିବାରୁ ଏହାର ଉନ୍ନତିପାଇଁ ସରକାରଙ୍କ ଦ୍ବାରା ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Apr 29, 2020, 9:04 PM IST

For All Latest Updates

TAGGED:

ABOUT THE AUTHOR

...view details