ଢେଙ୍କାନାଳ: ଗ୍ୟାସରୁ ନିଆଁ ଲାଗି ଜୀବନ୍ତ ଜଳିଗଲେ ମହିଳା । ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଲିକ୍ ହୋଇ ନିଆଁ ଲାଗିଥିଲା । ଢେଙ୍କାନାଳ ସହର ଜୟଗୋପାଳ ସାହିରେ ଏହି ଅଘଟଣ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବିବାହକୁ 9 ମାସ ହୋଇଥିବା ବେଳେ ନିଆଁ ଲାଗି ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଗ୍ୟାସରେ ରୋଷେଇ କରିବା ବେଳେ ଜିଅନ୍ତା ଜଳିଗଲେ ମହିଳା - ଗ୍ୟାସରୁ ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ
ଢେଙ୍କାନାଳ ସହର ଜୟଗୋପାଳ ସାହିରେ ଗ୍ୟାସରୁ ନିଆଁ ଲାଗି ଜୀବନ୍ତ ଜଳିଗଲେ ମହିଳା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଧିକ ପଢନ୍ତୁ..

ଗ୍ୟାସରୁ ନିଆଁ ଲାଗି ଜିଅନ୍ତା ଜଳିଗଲେ ମହିଳା
ଗ୍ୟାସରୁ ନିଆଁ ଲାଗି ଜିଅନ୍ତା ଜଳିଗଲେ ମହିଳା
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Sep 6, 2020, 2:19 PM IST