ଢେଙ୍କାନାଳ: ପକ୍ଷୀ ଶିକାର ବେଳେ ଦୁଇ ପକ୍ଷୀ ଶିକାରୀ ଗିରଫ ହୋଇଛନ୍ତି । ଗେଣ୍ଡାଳିଆ ଓ ପାଣିକୁଆ ୪ଟି ମୃତ ପକ୍ଷୀ ଜବତ ହୋଇଛି । ଢେଙ୍କାନାଳ ତାଳବରକୋଟ ବିଲ ମାଳରୁ ସଦର ବନ କର୍ମଚାରୀମାନେ କାବୁ କରିଥିବା ଜଣାପଡିଛି ।
ଢେଙ୍କାନାଳରୁ 2 ପକ୍ଷୀ ଶିକାରୀ ଗିରଫ - ଢେଙ୍କାନାଳରୁ 2 ପକ୍ଷୀ ଶିକାରୀ ଗିରଫ
ଢେଙ୍କାନାଳରେ ପକ୍ଷୀ ଶିକାର ବେଳେ ଦୁଇ ପକ୍ଷୀ ଶିକାରୀ ଗିରଫ । ଗିରଫ ଦୁଇ ଜଣ ତାଳବରକୋଟର ବିଶ୍ବନାଥ ରାଉତ ଓ ବିକାଶ ରାଉତ ବୋଲି ଜଣାପଡିଛି ।
ଢେଙ୍କାନାଳରୁ 2 ପକ୍ଷୀ ଶିକାରୀ ଗିରଫ
ଗିରଫ ଦୁଇ ଜଣ ତାଳବରକୋଟର ବିଶ୍ବନାଥ ରାଉତ ଓ ବିକାଶ ରାଉତ ବୋଲି ଜଣାପଡିଛି । ତେବେ ବନ୍ଧୁକ ସହ ଅନ୍ୟ ଦୁଇ ଜଣ ଫେରାର ଥିବା ସୂଚନା ରହିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ