ଓଡିଶା

odisha

ETV Bharat / state

ନୂଆବର୍ଷରେ ସପ୍ତଶଯ୍ୟାରେ ପର୍ଯ୍ୟଟକଙ୍କ ଭିଡ - turist in the saptasajya

ନୂଆବର୍ଷର ପ୍ରଥମ ଦିନରେ ଢେଙ୍କାନାଳର ପ୍ରମୁଖ ପର୍ଯ୍ୟଟନ ସ୍ଥାନ ସପ୍ତଶଯ୍ୟାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।

saptasajya
ନୂଆବର୍ଷରେ ସପ୍ତଶଯ୍ୟାରେ ପର୍ଯ୍ୟଟକଙ୍କ ଭିଡ

By

Published : Jan 1, 2020, 11:45 PM IST

ଢେଙ୍କାନାଳ: ନୂଆବର୍ଷର ପ୍ରଥମ ଦିନରେ ଢେଙ୍କାନାଳର ପ୍ରମୁଖ ପର୍ଯ୍ୟଟନ ସ୍ଥାନ ସପ୍ତଶଯ୍ୟାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ପିକନିକ ପାର୍ଟି ମାନଙ୍କ ବଣଭୋଜି ସହିତ ନାଚଗୀତରେ ଅଞ୍ଚଳ ଦୁଲୁକୁଥିବା ଦେଖିବାକୁ ମିଳିଛି ।

ନୂଆବର୍ଷରେ ସପ୍ତଶଯ୍ୟାରେ ପର୍ଯ୍ୟଟକଙ୍କ ଭିଡ

ଓଡିଶାର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ ସପ୍ତଶଯ୍ୟା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟର କୋଣ ଅନୁକୋଣରୁ କଲେଜ ଛାତ୍ରଛାତ୍ରୀ, ବନ୍ଧୁ ପରିବାର ବର୍ଗଙ୍କ ସହ ଲୋକେ ଭିଡ ଜମାଇଛନ୍ତି । ସେହିପରି ବିଭିନ୍ନ ପିକନିକ ପାର୍ଟି ମାନଙ୍କର ଭୋଜିଭାତ ସହ ନାଚଗୀତ ଦେଖିବାକୁ ମିଳିଛି । ଆଜି ନୂଆବର୍ଷ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ଭିଡ ଅଧିକ ଦେଖାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details