ଓଡିଶା

odisha

ETV Bharat / state

କୂଅରୁ ମିଲିଲା ଯୁବକଙ୍କ ମୃତଦେହ, ତଦନ୍ତ କରୁଛି ପୋଲିସ - ଢେଙ୍କାନାଳରେ ଯୁୁବକଙ୍କ ମୃତଦେହ ମିଳିବ ଘଟଣାରେ ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କୂଅରୁ ମିଳିଲା ଯୁବକଙ୍କ ମୃତଦେହ । କାରଣ ଅସ୍ପଷ୍ଟ, ତଦନ୍ତ କରୁଛି ପୋଲିସ ।

କୂଅରୁ ମିଲିଲା ଯୁବକଙ୍କ ମୃତଦେହ, ତଦନ୍ତ କରୁଛି ପୋଲିସ
କୂଅରୁ ମିଲିଲା ଯୁବକଙ୍କ ମୃତଦେହ, ତଦନ୍ତ କରୁଛି ପୋଲିସକୂଅରୁ ମିଲିଲା ଯୁବକଙ୍କ ମୃତଦେହ, ତଦନ୍ତ କରୁଛି ପୋଲିସକୂଅରୁ ମିଲିଲା ଯୁବକଙ୍କ ମୃତଦେହ, ତଦନ୍ତ କରୁଛି ପୋଲିସ

By

Published : Nov 9, 2020, 5:42 PM IST

ଢେଙ୍କାନାଳ: କାମାକ୍ଷାନଗରରେ ଅଭାବନୀୟ ଘଟଣା। କୂଅରେ ପଡି ଗଲା ଯୁବକଙ୍କ ଜୀବନ । ମୃତ ଯୁବକ ଜଣଙ୍କ କାମାକ୍ଷାନଗର ଥାନା ମାଳପୁରା ଶବର ସାହିର ଅଶୋକ ନାୟକ ବୋଲି ଜଣା ପଡିଛି । ଅଶୋକ ରବିବାର ସନ୍ଧ୍ୟା ସମୟରୁ ଘରୁ ବାହରକୁ ଆସି ଆଉ ଫେରି ନଥିଲେ। ବିଳମ୍ବିତ ରାତି ଯାଏଁ ନଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଲିନଥିଲା ।

କୂଅରୁ ମିଲିଲା ଯୁବକଙ୍କ ମୃତଦେହ, ତଦନ୍ତ କରୁଛି ପୋଲିସ

ଆଜି ବାଡି ପଛପାଖ କୂଅରେ ଅଶୋକଙ୍କ ମୃତଦେହ ଭ।ସୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ଖବର ପାଇ ଅଗ୍ନୀଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

For All Latest Updates

ABOUT THE AUTHOR

...view details