ଢେଙ୍କାନାଳ: ସହରର ଶାସନ ଅଞ୍ଚଳରେ ଥିବା ଓଁ ସିଦ୍ଧେଶ୍ବରୀ ଗେଷ୍ଟ ହାଉସରେ ସେକ୍ସ ରାକେଟ । ଗେଷ୍ଟ ହାଉସରେ ରାକେଟ ଚାଲିଥିବା ନେଇ ଚଢ଼ାଉ କରି ବଙ୍ଗୀୟ ଯୁବତୀ ଉଦ୍ଧାର କରିବା ସହିତ ଗେଷ୍ଟ ହାଉସ ମାଲିକ ବିଶ୍ବଜିତ ମିଶ୍ରଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ଗ୍ରାହକ ଫେରାର ହୋଇଯାଇଥିବା ବେଳେ ଏକ କମ୍ପ୍ୟୁଟର ଓ ହାର୍ଡ ଡିସ୍କ ଜବତ ହୋଇଛି ।
ଗେଷ୍ଟ ହାଉସରେ ସେକ୍ସ ରାକେଟ: ବଙ୍ଗୀୟ ଯୁବତୀ ଉଦ୍ଧାର,ବନ୍ଧା ହେଲେ ମାଲିକ - Sex racket
ଢେଙ୍କାନାଳ ଓଁ ଶିଦ୍ଧେଶ୍ବରୀ ଗେଷ୍ଟ ହାଉସରେ ସେକ୍ସ ରାକେଟ । ବଙ୍ଗୀୟ ଯୁବତୀ ଉଦ୍ଧାର ,ଗିରଫ ହେଲେ ମାଲିକ । ଘଟଣାସ୍ଥଳରୁ ଗ୍ରାହକ ଫେରାର । ଅଧିକ ପଢନ୍ତୁ...
ଗେଷ୍ଟ ହାଉସରେ ସେକ୍ସ ରାକେଟ:ବଙ୍ଗୀୟ ଯୁବତୀ ଉଦ୍ଧାର ,ବନ୍ଧା ହେଲେ ମାଲିକ
ଏନେଇ ପୋଲିସ ଅଧକ ତଦନ୍ତ ଜାରି ରଖିଛି। ତେବେ ଗେଷ୍ଟ ହାଉସ ନାଁରେ , ଯୁବତୀ ମାନଙ୍କୁ ଆଣି ଏଠାରେ ସେକ୍ସ ରାକେଟ ଚଳାଉଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ବିଳମ୍ବିତ ରାତିରେ ଏହି ଚଢ଼ାଉ କରିଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ