ଢେଙ୍କାନାଳ: ସ୍ୱାଧୀନତା ଦିବସ ପାଇଁ ସାପ୍ତାହିକ ସଟଡାଉନକୁ ସାମାନ୍ୟ କୋହଳ କଲେ ଢେଙ୍କାନାଳ ଜିଲ୍ଲାପାଳ । ଆସନ୍ତା ଶନିବାର ପୂର୍ବାହ୍ନ ୧୧ଟା ଯାଏ କଟକଣା କୋହଳ କରାଯାଇଛି । ସେହିପରି ୧୫ ଅଗଷ୍ଟ ଶନିବାର ପୂର୍ବାହ୍ନ ୧୧ଟା ପରେ ପୁଣି କଟକଣା ଜାରିକରାଯିବ ।
ଢେଙ୍କାନାଳରେ ସ୍ୱାଧୀନତା ଦିବସ ପାଇଁ ସଟଡାଉନ କଟକଣା କୋହଳ - ଢେଙ୍କାନାଳ ଜିଲ୍ଲାପାଳ
ସ୍ୱାଧୀନତା ଦିବସ ପାଇଁ ସାପ୍ତାହିକ ସଟଡାଉନକୁ ସାମାନ୍ୟ କୋହଳ କଲେ ଢେଙ୍କାନାଳ ଜିଲ୍ଲାପାଳ । ଆସନ୍ତା ଶନିବାର ପୂର୍ବାହ୍ନ ୧୧ଟା ଯାଏ କଟକଣା କୋହଳ କରାଯାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ସ୍ୱାଧୀନତା ଦିବସ ପାଇଁ କଟକଣା କୋହଳ
ତେବେ ଗୋଟିଏ ସ୍ଥାନରେ 10ଜଣରୁ ଉର୍ଦ୍ଧ୍ବ ଵ୍ୟକ୍ତି ଗୋଟିଏ ସ୍ଥାନରେ ସମାଗମ ନହେବା, ମାସ୍କ ପରିଧାନ, ସାନିଟାଇଜ ବ୍ୟବହାର ଓ ସାମାଜିକ ଦୂରତ୍ୱ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶନାମା ରହିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ