ଢେଙ୍କାନାଳ: ଓଡିଆ ସଂସ୍କୃତିର ଲୋକପ୍ରିୟ ପର୍ବ ରଜ । ଏହି ଅବସରରେ ଘରେ ଘରେ ପିଠା ପଣା ସାଙ୍ଗକୁ ରଜ ଦୋଳିର ମାହୋଲରେ ମାତି ଉଠନ୍ତି ସମସ୍ତେ । ତେବେ ଚଳିତ ବର୍ଷ କୋରୋନା କଟକଣା ରଜ ପର୍ବକୁ ଫିକା କରିଛି ।
ଦୋଳି ଖେଳକୁ ଫିକା କରିନି କୋରୋନା କଟକଣା - raja festival celebration at dhenkanal
ଚଳିତ ବର୍ଷ କୋରୋନା କଟକଣା ରଜ ପର୍ବକୁ ଫିକା କରିଛି । ମାତ୍ର କଟକଣା ସତ୍ତ୍ବେ ଢେଙ୍କାନାଳରରେ ରଜ ଦୋଳିର ମାହୋଲ ବେଶ ଜମିଥିଲା । ଅଧିକ ପଢନ୍ତୁ..
![ଦୋଳି ଖେଳକୁ ଫିକା କରିନି କୋରୋନା କଟକଣା ଦୋଳି ଖେଳକୁ ଫିକା କରିନି କୋରୋନା କଟକଣା](https://etvbharatimages.akamaized.net/etvbharat/prod-images/768-512-7641552-201-7641552-1592311373341.jpg)
ଦୋଳି ଖେଳକୁ ଫିକା କରିନି କୋରୋନା କଟକଣା
ମାତ୍ର କଟକଣା ସତ୍ତ୍ବେ ଢେଙ୍କାନାଳରରେ ରଜ ଦୋଳିର ମାହୋଲ ବେଶ ଜମିଥିଲା । ବିଶେଷ ଭାବରେ ଓଡାପଡା ବ୍ଲକର ବଳରାମପୁର, କାଣ୍ଡବିନ୍ଧା ଓ କାହିଆଡିହ ଅଞ୍ଚଳରେ ଘରେ ଘରେ ରଜ ଦୋଳି ଦେଖିବାକୁ ମିଳିଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Jun 16, 2020, 7:21 PM IST