ଢେଙ୍କାନାଳ:ସାବାଡ ହେଉଛନ୍ତି ଅମାନିଆ ଗାଡ଼ି ଚାଳକ । ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଚେକିଂ । ମଦ୍ୟପାନ ଜନିତ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ସେଥିରେ ପ୍ରତିବନ୍ଧକ ଲଗାଇବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସୂଚନା ଅନୁସାରେ, ଦୀର୍ଘ ୨ ବର୍ଷ ପରେ ଢେଙ୍କାନାଳରେ ଚେକିଂ ଆରମ୍ଭ କରାଯାଇଛି ।
ଆକ୍ସନମୁଡରେ ଢେଙ୍କାନାଳ ଟାଉନ ପୋଲିସ, ଟାର୍ଗେଟରେ ମଦ୍ୟପ ଡ୍ରାଇଭର - ଢେଙ୍କାନାଳରେ ମଦ୍ୟପଙ୍କୁ ଚେକିଂ
ସାବାଡ ହେଉଛନ୍ତି ଅମାନିଆ ଗାଡ଼ି ଚାଳକ । ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଚେକିଂ । ଅଧିକ ପଢନ୍ତୁ
ଆକ୍ସନମୁଡରେ ଢେଙ୍କାନାଳ ଟାଉନ ପୋଲିସ, ନଜରରେ ମଦ୍ୟପ ଡ୍ରାଇଭର
ଆକ୍ସନମୁଡରେ ଢେଙ୍କାନାଳ ଟାଉନ ପୋଲିସ, ନଜରରେ ମଦ୍ୟପ ଡ୍ରାଇଭର
ଶନିବାର ସନ୍ଧ୍ୟାରୁ ଢେଙ୍କାନାଳ ଟାଉନ ପୁଲିସ ସ୍ଥାନୀୟ କଣ୍ଟା ନାଲି ଛକରେ ଜାତୀୟ ରାଜପଥର ବିଭିନ୍ନ ଗାଡି ଡ୍ରାଇଭରଙ୍କୁ ଯାଞ୍ଚ ଆରମ୍ଭ କରିଛି । ବ୍ରେଥ ଆନାଲାଇଜର ମାଧ୍ୟମରେ ଡ୍ରାଇଭର ମାନଙ୍କ ପାଟିରେ ପୁରାଇ ମଦ୍ୟପାନ ସମ୍ପର୍କରେ ଯାଞ୍ଚ କରାଯାଉଛି। ତେବେ ଧରା ପଡୁଥିବା ମଦ୍ୟପ ଡ୍ରାଇଭର ମାନଙ୍କୁ ଜୋରିମନା ସହ ତାଙ୍କ ବିରୁଦ୍ଧରେ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସୂଚନା ରହିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ