ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଘରୋଇ ସ୍କୁଲ ଅଭିଭାବକ । କୋଭିଡ କଟକଣାରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ଯୋଗୁଁ ଚିନ୍ତାରେ ପଡିଯାଇଛନ୍ତି ଅଭିଭାବକ । ଏପଟେ ଢେଙ୍କାନାଳରେ ଘରୋଇ ସ୍କୁଲ ଗୁଡିକର ମନମାନି ନେଇ ଅଭିଭାବକ ମହଲରେ ଅସନ୍ତୋଷ ସୀମା ଟପି ଯାଇଛି ।
ଘରୋଇ ସ୍କୁଲର ମନମାନି, ଅଭିଭାବକଙ୍କ ଜିଲ୍ଲାପାଳ ଅଫିସ ଘେରାଉ - ଜିଲ୍ଲାପାଳ ଅଫିସ ଘେରାଉ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଘରୋଇ ସ୍କୁଲ ଅଭିଭାବକ । କୋଭିଡ କଟକଣାରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ଯୋଗୁଁ ଚିନ୍ତାରେ ପଡିଯାଇଛନ୍ତି ଅଭିଭାବକ । ଅଧିକ ପଢନ୍ତୁ...
ଘରୋଇ ସ୍କୁଲର ମନମାନି, ଅଭିଭାବକଙ୍କ ଜିଲ୍ଲାପାଳ ଅଫିସ ଘେରାଉ
ଘରୋଇ ସ୍କୁଲର ମନମାନି, ଅଭିଭାବକଙ୍କ ଜିଲ୍ଲାପାଳ ଅଫିସ ଘେରାଉ
ଏପରିସ୍ଥଳେ ସୋମବାର ଡିପିଏସ ସ୍କୁଲର ଅଭିଭାବକ ମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଘରୋଇ ସ୍କୁଲର ମାନମାନି, ଟ୍ରାନ୍ସପୋର୍ଟ ଫି ଛାଡ଼ ସାଙ୍ଗକୁ ଡେଭଲପମେଣ୍ଟ ଫି ଛାଡ଼ ଆଦି ଦାବିରେ ବିଭିନ୍ନ ପ୍ଲା କାର୍ଡ ଧରି ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ