ଓଡିଶା

odisha

ETV Bharat / state

ଢେଙ୍କାନାଳରେ ଖୋଲିଲା ଆମ୍ବ ବଜାର - dhenkanal news

ଢେଙ୍କାନାଳ ସହର ସ୍ଥିତ ମିନିଷ୍ଟାଡିୟମ ଠାରେ ଖୋଲିଲା ଆମ୍ବ ବଜାର । ସାମାଜିକ ଦୂରତ୍ବକୁ ଗୁରୁତ୍ବ । ଅଧିକ ପଢ଼ନ୍ତୁ...

mango market in dhenkanal mini stadium
ଢେଙ୍କାନାଳରେ ଖୋଲିଲା ଆମ୍ବ ବଜାର

By

Published : Jun 2, 2020, 7:14 PM IST

Updated : Jun 2, 2020, 7:21 PM IST

ଢେଙ୍କାନାଳ: ଢେଙ୍କାନାଳ ସହର ସ୍ଥିତ ମିନିଷ୍ଟାଡିୟମ ଠାରେ ଖୋଲିଲା ଆମ୍ବ ବଜାର। ମଙ୍ଗଳବାର ଢେ଼ଙ୍କାନାଳ ପିଡି ଡିଆରଡିଏ ନରୋତ୍ତମ ବେହେରାଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଏହାକୁ ଉଦଘାଟନ କରିଛନ୍ତି।

ଢେଙ୍କାନାଳରେ ଖୋଲିଲା ଆମ୍ବ ବଜାର

ଏହି ଆମ୍ବ ବଜାରରେ ବିଭିନ୍ନ କିସମର ଆମ୍ବ ମିଳୁଛି । କୋରୋନା ଯୋଗୁଁ ପ୍ରଶାସନ ପକ୍ଷରୁ ସାମାଜିକ ଦୂରତାକୁ ଆଖିଆଗରେ ରଖି ପ୍ରଥମେ ୪ଟି ଷ୍ଟଲ ଖୋଲାଯାଇଛି । ଏଥିରେ ଏସଏଚଜି ଗ୍ରୁପ ଓ ଆମ୍ବ ଚାଷୀମାନେ ସାମିଲ ଅଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jun 2, 2020, 7:21 PM IST

ABOUT THE AUTHOR

...view details