ଓଡିଶା

odisha

ETV Bharat / state

ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - man sucide in dhenkanal

ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ପଟଲା ଗାଁର ଗୁରୁଡି ସାହି ମୁଣ୍ଡରେ ଥିବା ଏକ ଆମ୍ବ ଗଛରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଅଧିକ ଖବର ଜାଣନ୍ତୁ...

man hanging deadbody found in dhenkanal
ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

By

Published : Jan 18, 2020, 9:55 PM IST

ଢେଙ୍କାନାଳ: ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଜିଲ୍ଲାର ବାଲିମି ଥାନା ଅନ୍ତର୍ଗତ ପଟଲା ଗାଁର ଗୁରୁଡି ସାହି ମୁଣ୍ଡରେ ଥିବା ଏକ ଆମ୍ବ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତି ଜଣଙ୍କ କଟକ ବଡମ୍ବା ଥାନା ଅନ୍ତର୍ଗତ ଇଚ୍ଛାପୁର ଦେହୁରୀ ସାହିର ବିଜୟ ମହନ୍ତ ବୋଲି ଜଣାପଡିଛି । ତେବେ ସେ ଦେବୀ ମଙ୍ଗଳାଙ୍କୁ ଧରି ଗାଁ ଗାଁ ବୁଲି ଭିକ୍ଷା କରନ୍ତି ବୋଲି ଜଣIପଡ଼ିଛି ।

ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖବର ପାଇ ବାଲିମି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details