ଓଡିଶା

odisha

ETV Bharat / state

ଯୁକ୍ତ୩ ପରୀକ୍ଷାଫଳ ପ୍ରକାଶ: ୯୦.୭୭ ପ୍ରତିଶତ ରଖି ବାଜି ମାରିଲେ ଅମୃତ ବିନୟ - କଲେଜ ଛାତ୍ରଛାତ୍ରୀ

ଜିଲ୍ଲାରେ ପ୍ରକାଶ ପାଇଲା ଯୁକ୍ତ୩ ପରୀକ୍ଷାଫଳ । ୯୦.୭୭ପ୍ରତିଶତ ନମ୍ବର ରଖି ମହାବିଦ୍ୟାଳୟର ଟପ୍ପର ହେଲେ ଅମୃତ ବିନୟ । ଅଧିକ ପଢନ୍ତୁ...

ଯୁକ୍ତ୩ ପରୀକ୍ଷାଫଳ ପ୍ରକାଶ: ୯୦.୭୭ ପ୍ରତିଶତ ରଖି ବାଜି ମାରିଲେ ଅମୃତ ବିନୟ
ଯୁକ୍ତ୩ ପରୀକ୍ଷାଫଳ ପ୍ରକାଶ: ୯୦.୭୭ ପ୍ରତିଶତ ରଖି ବାଜି ମାରିଲେ ଅମୃତ ବିନୟ

By

Published : Sep 7, 2021, 10:37 PM IST

ଢେଙ୍କାନାଳ: ବାଜି ମାରିଲେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ଚଳିତ ବର୍ଷ କଲେଜ ପକ୍ଷରୁ ଯୁକ୍ତ ୩ରେ ୪୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୩୮୬ଜଣ ପିଲା କୃତକାର୍ଯ୍ୟ ହୋଇଛନ୍ତି । ସୂଚନାନୁସାରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ତିନି ପରୀକ୍ଷା ଫଳ ଆଜି (ମଙ୍ଗଳବାର) ଆନୁଷ୍ଠାନିକ ଭାବେ କଲେଜ ପକ୍ଷରୁ ଘୋଷଣା କରାଯାଇଛି ।

ଯୁକ୍ତ୩ ପରୀକ୍ଷାଫଳ ପ୍ରକାଶ: ୯୦.୭୭ ପ୍ରତିଶତ ରଖି ବାଜି ମାରିଲେ ଅମୃତ ବିନୟ

ଫଳରେ ଚଳିତ ବର୍ଷ କଲେଜର ଶତକଡା ୮୭.୩୩ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଚଳିତ ବର୍ଷ କଲେଜର ସର୍ବାଧିକ ନମ୍ବର ରଖି କଳାରେ ଶତକଡା ୯୦.୭୭ପ୍ରତିଶତ ନମ୍ବର ରଖି ଅମୃତ ବିନୟ ପ୍ରଧାନ ଟପ୍ପର ହୋଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details