ଓଡିଶା

odisha

ETV Bharat / state

Poll Result: ପୂର୍ବତନ ମନ୍ତ୍ରୀଙ୍କ ଶୋଚନୀୟ ପରାଜୟ - ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ଶୋଚନୀୟ ପରାଜୟ

ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ଶୋଚନୀୟ ପରାଜୟ । ଗିରିଧର ପ୍ରସାଦ ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଲଢ଼ିଥିଲେ ଅଞ୍ଜଳି । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀଙ୍କ ଶୋଚନୀୟ ପରାଜୟ
ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀଙ୍କ ଶୋଚନୀୟ ପରାଜୟ

By

Published : Mar 1, 2022, 12:17 PM IST

ଢେଙ୍କାନାଳ: ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ଶୋଚନୀୟ ପରାଜୟ । ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧର ପ୍ରସାଦ ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଲଢ଼ିଥିଲେ ଅଞ୍ଜଳି ।

ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀଙ୍କ ଶୋଚନୀୟ ପରାଜୟ

୮୨୬ ଭୋଟ ବ୍ୟବଧାନରେ କାମିନି ନାୟକଙ୍କ ଠାରୁ ସେ ପରାଜିତ ହୋଇଛନ୍ତି । ବିଜେଡିରୁ ନିଲମ୍ବିତ ପରେ ବିଜେପି ଦଳରେ ସାମିଲ ହୋଇଥିଲେ ଅଞ୍ଜଳି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details