ଓଡିଶା

odisha

ETV Bharat / state

ମାଙ୍କଡା ପଥର ଚାଲାଣ ବେଳେ ବନ ବିଭାଗର ଚଢାଉ - କାମାକ୍ଷାନଗରରେ ମାଙ୍କଡା ପଥର ଚାଲାଣ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାହାଡାପାଳ ଅଞ୍ଚଳରେ ବନ ବିଭାଗର ଚଢାଉ । ଚୋରା ପଥର ବୋଝେଇ ଦୁଇ ଟ୍ରାକ୍ଟର ସହ ମିନିଟ୍ରକ ଜବତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମାଙ୍କଡା ପଥର ଚାଲାଣ ବେଳେ ବନ ବିଭାଗର ଚଢାଉ
ମାଙ୍କଡା ପଥର ଚାଲାଣ ବେଳେ ବନ ବିଭାଗର ଚଢାଉ

By

Published : Feb 18, 2020, 9:41 PM IST

ଢେଙ୍କାନାଳ: କାମାକ୍ଷାନଗର ପୁର୍ବାଞ୍ଚଳ ରେଞ୍ଜର ବାହାଡାପାଳ ଅଞ୍ଚଳରେ ଅଚାନକ ବନ ବିଭାଗର ଚଢାଉ । ଏକ ଚୋରା ମାଙ୍କଡା ପଥର ଖାଦାନ ଉପରେ ଚଢାଉ କରି ପଥର ବୋଝେଇ ୨ଟି ଟ୍ରାକ୍ଟର ଓ ଗୋଟିଏ ମିନିଟ୍ରକ ଜବତ କରିଛି ବନ ବିଭାଗ ।

ମାଙ୍କଡା ପଥର ଚାଲାଣ ବେଳେ ବନ ବିଭାଗର ଚଢାଉ

ଏହି ଚଢାଉ ବେଳେ ଘଟଣାସ୍ଥଳରୁ ଡ୍ରାଇଭରମାନେ ଗାଡି ଛାଡି ଫେରାର ହୋଇଯାଇଛନ୍ତି । ଏ ଅଞ୍ଚଳରେ ଦୀର୍ଘବର୍ଷ ହେବ ବେଆଇନ ଭାବେ ମାଙ୍କଡା ପଥର କଟା ହେଉଥିବର ଅଭାଯୋଗ ହୋଇ ଆସୁଥିଲା । ବିଶେଷ ସୁତ୍ରରୁ ଖବର ପାଇ ବନବିଭାଗ ଓ ଜିଲ୍ଲା ମୋବାଇଲ ସ୍କ୍ବାର୍ଡ ମିଳିତ ଭାବେ ଏହି ଚଢାଉ କରିଥିଲେ ।

ଢେଙ୍କାନାରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details