ଢେଙ୍କାନାଳ: ଶନିବାର କାମାକ୍ଷାନଗର ଅବକାରୀ କର୍ମଚାରୀ ଭୁବନ ବ୍ଲକ ମାର୍ଥାପୁର ଓ ପଳାଶପିଠିଆ ଗ୍ରାମରେ ଚଢାଉ କରିଥିଲେ । ଏହି ଚଢାଉରେ 57.420 ଲିଟର ବିଦେଶୀ ମଦ, 43 ଲିଟର ବିଅର, ଗୋଟିଏ ଫ୍ରିଜର ସହିତ 35 ଲିଟର ମହୁଲି ମଦ ଜବତ କରାଯାଇଥିଲା । ଏହା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
କାମାକ୍ଷାନଗରରେ ଅବକାରୀ ବିଭାଗର ଚଢାଉ: ବିପୁଳ ବିଦେଶୀ ମଦ ଜବତ - ଅବକାରୀ ବିଭାଗ ଚଢାଉ
ଶନିବାର କାମାକ୍ଷାନଗର ଅବକାରୀ କର୍ମଚାରୀ ଭୁବନ ବ୍ଲକ ମାର୍ଥାପୁର ଓ ପଳାଶପିଠିଆ ଗ୍ରାମରେ ଚଢାଉ କରିଥିଲେ । ଏହି ଚଢାଉରେ 57.420 ଲିଟର ବିଦେଶୀ ମଦ, 43 ଲିଟର ବିଅର, ଗୋଟିଏ ଫ୍ରିଜର ସହିତ 35 ଲିଟର ମହୁଲି ମଦ ଜବତ କରାଯାଇଥିଲା ।
![କାମାକ୍ଷାନଗରରେ ଅବକାରୀ ବିଭାଗର ଚଢାଉ: ବିପୁଳ ବିଦେଶୀ ମଦ ଜବତ excise dept raid in kamakhyanagar, massive foreign liquor seized, dhenkanal latest news, ଢେଙ୍କାନାଳ ଲାଟେଷ୍ଟ ନ୍ୟୁଜ, ଅବକାରୀ ବିଭାଗ ଚଢାଉ, ବିପୁଳ ବିଦେଶୀ ମଦ ଜବତ](https://etvbharatimages.akamaized.net/etvbharat/prod-images/768-512-5452679-thumbnail-3x2-dkl.jpg)
ଅବକାରୀ ବିଭାଗ ଚଢାଉରେ ବିପୁଳ ବିଦେଶୀ ମଦ ଜବତ
ଅବକାରୀ ବିଭାଗ ଚଢାଉରେ ବିପୁଳ ବିଦେଶୀ ମଦ ଜବତ
ଗିରଫ ଦୁଇ ଜଣ ହେଲେ ପଳାଶପିଠିଆଗୋଡାର ଆଶିଷ ମହାପାତ୍ର ଓ ମାର୍ଥାପୁର କେଳାସାହିର ଚନ୍ଦନ ସିଂ । ତେବେ ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ