ଢେଙ୍କାନାଳ: କାମାକ୍ଷା ନଗର ଅବକାରୀ ବିଭାଗ ତୁମୁସିଙ୍ଗା ଥାନା କଦଳୀପାଳ ଗ୍ରାମରେ ଅବକାରୀ ବିଭାଗର ଚଢାଉ । ଅବକାରୀ ବିଭାଗର ସ୍ବତନ୍ତ୍ର ଏକ ଟିମ ଚଢାଉ କରି ଏକ ଅଟୋ ସହ 50ଲିଟର ଦେଶୀ ମଦ ଜବତ କରିଛି ।
ଅବକାରୀ ବିଭାଗର ଚଢାଉ, ଅଟୋ ସହ ୩ ଚୋରା ମଦ ବେପାରୀ ଗିରଫ - ଅବକାରୀ ବିଭାଗର ଚଢାଉ, ଅଟୋ ସହ ୩ ଚୋରା ମଦ ବେପାରୀ ଗିରଫ
ଢେଙ୍କାନାଳ ତୁମୁସିଂହା କଦଳିପାଳରେ ଅବକାରୀ ବିଭାଗ ଚଢାଉ କରି ୩ଚୋରା ମଦ ବେପାରୀଙ୍କୁ ଗିରଫ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଚୋରା ମଦ ବେପାରୀ ଗିରଫ
ଚୋରା ମଦ ବେପାରୀ ଗିରଫ
ଅଟୋରେ ଏହି ଚୋରା ମଦ ନେଇଯାଉ ଥିବା ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଲକଡାଉନ ସମୟରେ ଏମାନେ ଦେଶି ମଦ ତିଆରି କରି ବିଭିନ୍ନ ଗ୍ରାମରେ ବିକ୍ରି କରୁଥିଲେ । ବିଶେଷ ସୂତ୍ବରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା ।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ