ଓଡିଶା

odisha

ETV Bharat / state

ଖବର ପ୍ରସାରଣ ପରେ ଦିବ୍ୟାଙ୍ଗ କଳାକାରଙ୍କୁ ମିଳିଲା ସାହାଯ୍ୟ - ଦିବ୍ୟାଙ୍ଗ କଳାକାରଙ୍କୁ ମିଳିଲା ସାହାଯ୍ୟ

ଲକଡାଉନ ଯୋଗୁଁ ଢେଙ୍କାନାଳ ସଦର ବ୍ଲକର ପାଇକଦହିକୋର ଗ୍ରାମର ଏକ ପରିତ୍ୟକ୍ତ ଗୋଦାମ ଘରେ ଫସିରହିଥିବା ଏକ ଦିବ୍ୟାଙ୍ଗ ଦୃଷ୍ଟିବାଧକ ଭଜନ ଗୋଷ୍ଠୀକୁ ସହାୟତାର ହାତ ବଢ଼ାଇଛନ୍ତି କିଛି ଯୁବ ସମାଜସେବୀ ।

etv-bharat-impact-dibyang-artists-get-help
ଇଟିଭି ଭାରତ ମହାପ୍ରଭାବ: ଦିବ୍ୟାଙ୍ଗ କଳାକାରଙ୍କୁ ମିଳିଲା ସାହାଯ୍ୟ

By

Published : Apr 23, 2020, 7:39 PM IST

ଢେଙ୍କାନାଳ: ଇଟିଭି ଭାରତରେ ନ୍ୟୁଜ ପ୍ରସାରଣ ପରେ ଦିବ୍ୟାଙ୍ଗ କଳାକାରଙ୍କୁ ମିଳିଲା ସାହାଯ୍ୟ । ସହଯୋଗର ହାତ ବଢ଼ାଇଲେ ଯୁବ ସମାଜସେବୀ ।

ଇଟିଭି ଭାରତ ମହାପ୍ରଭାବ: ଦିବ୍ୟାଙ୍ଗ କଳାକାରଙ୍କୁ ମିଳିଲା ସାହାଯ୍ୟ

ଲକଡାଉନ ଯୋଗୁଁ ଢେଙ୍କାନାଳ ସଦର ବ୍ଲକର ପାଇକଦହିକୋର ଗ୍ରାମର ଏକ ପରିତ୍ୟକ୍ତ ଗୋଦାମ ଘରେ ଫସିରହିଥିବା ଏକ ଦିବ୍ୟାଙ୍ଗ ଦୃଷ୍ଟିବାଧକ ଭଜନ ଗୋଷ୍ଟିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କିଛି ଯୁବ ସମାଜସେବୀ । କୋରୋନାର କଡା କଟକଣାରେ କିପରି ଏହି ଦିବ୍ୟାଙ୍ଗ କଳାକାରମାନେ ଫସି ରହିଛନ୍ତି ସେ ସମ୍ପର୍କରେ ଇଟିଭି ଭାରତ ନ୍ୟୁଜ ପ୍ରସାରଣ କରିଥିଲା । ତେବେ ନ୍ୟୁଜ ପ୍ରସାରଣ ପରେ ଏମାନଙ୍କ ପାଖରେ ଢେଙ୍କାନାଲର କେତେକ ସମାଜସେବୀ ପହଞ୍ଚିଛନ୍ତି । ଏମାନଙ୍କୁ ଚାଉଳ ,ଡାଲି ଓ ପନିପରିବା ଆଦି ରାସନ ସାମଗ୍ରୀ ଆଦି ସାମଗ୍ରୀ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି ।

ତେବେ ଏମାନଙ୍କ ପରି ଅଣପଞ୍ଜୀକୃତ କଳାକାରମାନଙ୍କୁ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details