ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହ ଗ୍ରାମନିକଟ ଜଙ୍ଗଲର ଏକ ଶାଳଗଛରୁ ଡ୍ରଇଭରଙ୍କ ଝୁ୍ଲନ୍ତା ମୃତଦେହ ଉଦ୍ଧାର । ମୃତ ଡ୍ରାଇଭର ହେଲେ ଉତ୍ତରପ୍ରଦେଶ ପିଲଭିତ୍ ଜିଲ୍ଲାର ସରଦାହ ଗ୍ରାମର ସଞ୍ଜିବ କୁମାର ମୋହରିଆ।
ତେବେ ସେ କଣ୍ଟାବଣିଆ ସ୍ଥିତ ଏକ ଘରୋଇ କମ୍ପାନୀରେ ଏକ ମାସ ହେବ ହାଇଓ୍ବା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ନିର୍ମାଣଧୀନ ୧୪୯ନଂ ଜାତୀୟ ରାଜପଥରେ ପାଉଁସ ଫିଲିଙ୍ଗ କାର୍ଯ୍ୟରେ ନିୟୋଜତ ଥିଲେ।