ଢେଙ୍କାନାଳ: ସଦର ବ୍ଲକ ଅନ୍ତର୍ଗତ ସାଂକୁଲେଇ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ ଅଭିଯୋଗ । ଗ୍ରାମ ନିକଟରୁ ସ୍କୁଟି ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କୁ କେହି ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସମିତି ସଭ୍ୟା ପ୍ରାର୍ଥୀ । ଗତକାଲି(ବୁଧବାର) ପ୍ରଥମ ପର୍ଯ୍ୟାୟ ମତଦାନ ସରି ଥିବାବେଳେ ଆସନ୍ତାକାଲି(ଶୁକ୍ରବାର) ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ ।
ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ, ଅପହରଣ ସନ୍ଦେହ - ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅପହରଣ ଢେଙ୍କାନାଳ
ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସାଂକୁଲେଇ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ ଅଭିଯୋଗ, ଅପହରଣ ସନ୍ଦେହ । ଅଧିକ ପଢନ୍ତୁ
ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ, ଅପହରଣ ସନ୍ଦେହ
ସମିତି ସଭ୍ୟା ପ୍ରାର୍ଥୀଙ୍କ ସ୍ୱାମୀ ନିଖୋଜ, ଅପହରଣ ସନ୍ଦେହ
ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବାବେଳେ ଦୀପକଙ୍କ ନିଖୋଜକୁ ନେଇ ଭାରତୀ ସଦର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କାହା ସହ ଶତ୍ରୁତା ନଥିବା କହିଛନ୍ତି ଭାରତୀ । ଖବର ପାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Feb 17, 2022, 4:16 PM IST