ଢେଙ୍କାନାଳ: ରାଣିବଣିଆ ବେଆଇନ ମୁଗୁନି ପଥର ଖାଦାନରେ ପ୍ରଶାସନର ଚଢାଉ । 2 ଏସ୍କ୍ୱାଭେଟର ସହ 7 ଟ୍ରକକୁ ଜବତ କଲା ପ୍ରସାଶନ । ଘଟଣା ସ୍ଥଳରୁ ପଥର ମାଫିଆ ଫେରାର । ଢେଙ୍କାନାଳ ସଦର ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନେତୃତ୍ବରେ ରାଜସ୍ବ କର୍ମଚାରୀ କରିଥିଲେ ଚଢଉ ।
ବେଆଇନ ପଥର ଖାଦାନରେ ପ୍ରଶାସନର ଚଢାଉ - ରାଣିବଣିଆ ବେଆଇନ ମୁଗୁନି ପଥର ଖଦାନ ଉପରେ ପ୍ରଶାସନର ଚଢଉ
ବେଆଇନ ମୁଗୁନି ପଥର ଖାଦାନରେ ପ୍ରଶାସନର ଚଢାଉ। ଘଟଣାସ୍ଥଳରୁ ପଥର ମାଫିଆ ଫେରାର । ଅଧିକ ସୂଚନା ପାଇଁ ପଢନ୍ତୁ ...
![ବେଆଇନ ପଥର ଖାଦାନରେ ପ୍ରଶାସନର ଚଢାଉ Dhenkanal administration raid on stone mine](https://etvbharatimages.akamaized.net/etvbharat/prod-images/768-512-6281198-thumbnail-3x2-chadhau.jpg)
ବେଆଇନ ପଥର ଖଦାନ ଉପରେ ପ୍ରଶାସନ ଚଢଉ
ଏଥିରେ ବେଆଇନ ଖଦାନରେ ଚୋରା ପଥର ଚାଲାଣ ବେଳେ ଧରାପଡିଲା ଟ୍ରକ । ଘଟଣାସ୍ଥଳରୁ 2 ଏସ୍କ୍ୱାଭେଟର ସହ 7 ଟ୍ରକକୁ ଜବତ ହୋଇଥିବା ଜଣାପଡିଛି । ସୁଯୋଗ ପାଇ ଘଟଣାସ୍ଥଳରୁ ଫେରାର ହେଲେ ପଥର ମାଫିଆ । ପ୍ରଶାସନ ପକ୍ଷରୁ ଏନେଇ ମୋଟଙ୍ଗା ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
Last Updated : Mar 3, 2020, 11:05 PM IST
TAGGED:
ପଥର ଖଦାନ ଉପରେ ଚଢାଉ