ଢେଙ୍କାନାଳ: କୋଭିଡ ହସ୍ପିଟାଲରେ ଅଘଟଣ । ଜଣେ କୋରୋନା ପଜିଟିଭ ବୃଦ୍ଧାଙ୍କ ହସ୍ପିଟାଲ ପରିସରରେ ଆତ୍ମହତ୍ୟା । ମୃତକ ବୃଦ୍ଧା ସଦର ଥାନା ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ଗତ ଚାରିଦିନ ହେଲା ଏହି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
କୋଭିଡ ହସ୍ପିଟାଲରେ କୋରୋନା ପଜିଟିଭି ବୃଦ୍ଧାଙ୍କ ଆତ୍ମହତ୍ୟା - କୋରୋନା ପଜିଟିଭି ବୃଦ୍ଧାଙ୍କ ଆତ୍ମହତ୍ୟା
ଢେଙ୍କାନାଳ ସହରସ୍ଥିତ ପୁରୁଣା ଡାକ୍ତରଖାନାର ଥିବା କୋଭିଡ ହସ୍ପିଟାଲରେ ଜଣେ କୋରୋନା ଆକ୍ରାନ୍ତ ବୃଦ୍ଧାଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବାର କାରଣ ଅସ୍ପଷ୍ଟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
କୋଭିଡ ହସ୍ପିଟାଲରେ କୋରୋନା ପଜିଟିଭି ବୃଦ୍ଧାଙ୍କ ଆତ୍ମହତ୍ୟା
କୋଭିଡ ହସ୍ପିଟାଲରେ କୋରୋନା ପଜିଟିଭି ବୃଦ୍ଧାଙ୍କ ଆତ୍ମହତ୍ୟା
ଢେଙ୍କାନାଳ ସହରସ୍ଥିତ ପୁରୁଣା ଡାକ୍ତରଖାନାରେ ଚାଲିଛି ଏହି କୋଭିଡ ହସ୍ପିଟାଲ । ହସ୍ପିଟାଲ ପରିସରରେ ଉକ୍ତ ବୃଦ୍ଧ ଜଣକ ନିଜ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଲା ପାତ୍ର, ଇଟିଭି ଭାରତ