ଢେଙ୍କାନାଳ: ଆସିଛି ପାର୍ବଣ । ପାର୍ବଣ ସମୟରେ ଭିଡ ଆଶଙ୍କାରେ ରହିଛି । ଭିଡ ବଢିଲେ ସଂକ୍ରମଣ ବଢିବାର ସମ୍ଭାବନା ମଧ୍ୟ ବେଶ ଅଧିକ ରହିଛି । ଦଶହରା,ଲଷ୍ମୀପୂଜା ଓ ଦୀପାବଳି ଅବସରରେ କିପରି କୋଭିଡ ସଂକ୍ରମଣ ନହେବ । ଜନସାଧାରଣ କିପରି ସଚେତନ ହେବେ ।
ପାର୍ବଣ ପାଇଁ ଜିଲ୍ଲା ପ୍ରଶାସନର କୋଭିଡ ସଚେତନତା - ପାର୍ବଣ ପାଇଁ ପ୍ରଶାସନର କୋଭିଡ ସଚେତନତା
ଆସିଛି ପାର୍ବଣ । ପାର୍ବଣ ସମୟରେ ସଂକ୍ରମଣ ନ ବଢିବା ପାଇଁ ପ୍ରଶାସନର ସଚେତନତା । ଅଧିକ ପଢନ୍ତୁ...
ପାର୍ବଣ ପାଇଁ ଜିଲ୍ଲା ପ୍ରଶାସନର କୋଭିଡ ସଚେତନତା
ସେନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଅଣ୍ଟା ଭିଡିଛନ୍ତି ଜିଲ୍ଲାପାଳ, ଏସପିଙ୍କ ସମେତ ପୂଜା କମିଟି । ଢେଙ୍କାନାଳ ସହରରେ ସମ୍ମୀଳିତ ପଦଯାତ୍ରାରେ ଯାଇ ବିଭିନ୍ନ ପୂଜା ମଣ୍ଡପ ଓ ଦୋକାନୀ ମାନଙ୍କୁ ସଚେତନତା କରାଯାଉଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ